ଜୟପୁର(ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୪୨ଘଣ୍ଟାରୁ ଅଧିକ ସମୟ ବିତିଲାଣି। ଏବେବି ପଥର ତଳେ ଦୁଇ ଜେସିବି ଅପରେଟର୍ ଘନଶ୍ୟାମ ଗୁରୁ ଓ ସଞ୍ଜୟ ଦାସ ଫସି ରହିଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ।
ଜୟପୁର(ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୪୨ଘଣ୍ଟାରୁ ଅଧିକ ସମୟ ବିତିଲାଣି। ଏବେବି ପଥର ତଳେ ଦୁଇ ଜେସିବି ଅପରେଟର୍ ଘନଶ୍ୟାମ ଗୁରୁ ଓ ସଞ୍ଜୟ ଦାସ ଫସି ରହିଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଆଜି ସେମାନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିବାର ପକ୍ଷରୁ ରାଣୀଗଡ଼ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପଥର ତଳେ ଫସି ରହିଥିବା ସଞ୍ଜୟ ଦାସଙ୍କ ଭାଇ ଏହି ଅଘଟଣ […]
bgf