ସାଇକେଲ୍‌କୁ ପିଟି ଓଲଟି ପଡ଼ିଲା ମିନି ଟ୍ରକ୍‌: ୨ ମୃତ, ୨ ଗୁରୁତର

ଧର୍ମଗଡ଼ (ଓଡ଼ିଶା ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ନିକଟସ୍ଥ ବାନେର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତିରେ ଦ୍ରୁତ ଗତିରେ ଜୟପାଟଣା ଆଡ଼କୁ ଆସୁଥିବା ଏକ ୪୦୭ ଗାଡ଼ି ବାନେର ନାଳ ନିକଟରେ ଜଣେ ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସାଇକେଲ୍ ଆରୋହୀ ଦୁଇ ଖଣ୍ଡ ହୋଇଯାଇଥିଲେ। ସାଇକେଲ୍କୁ ଧକ୍କା ଦେବା ପରେ […]

truck

truck

Jitendra Garnayak
  • Published: Thursday, 29 November 2018
  • Updated: 29 November 2018, 08:17 AM IST

Sports

Latest News

ଧର୍ମଗଡ଼ (ଓଡ଼ିଶା ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ନିକଟସ୍ଥ ବାନେର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗତକାଲି ରାତିରେ ଦ୍ରୁତ ଗତିରେ ଜୟପାଟଣା ଆଡ଼କୁ ଆସୁଥିବା ଏକ ୪୦୭ ଗାଡ଼ି ବାନେର ନାଳ ନିକଟରେ ଜଣେ ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସାଇକେଲ୍ ଆରୋହୀ ଦୁଇ ଖଣ୍ଡ ହୋଇଯାଇଥିଲେ।

ସାଇକେଲ୍କୁ ଧକ୍କା ଦେବା ପରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ଜଣେ ନାବଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଓ ତାଙ୍କର ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story