ପିଟି ପିଟି ଗଲା ଟ୍ରକ୍, ୨ ମୃତ

ବାରିପଦା (ମାନିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା-ଉଦଳା ରାସ୍ତାରେ ଘଟିଛି ସିରିଜ୍ ଦୁର୍ଘଟଣା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏକ ୧୨ ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍ ଉଦଳାରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ ପ୍ରଥମେ କରଞ୍ଜିଆ ଛକରେ ଏକ କାରକୁ ଧକ୍କା ଦେଇଥିଲା। ତା’ପରେ ଅସ୍ତିଆ ଛକରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏହା ପରେ ଅସ୍ତିଆ ପୋଲ ଉପରେ ଆଉ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ସେହି ବାଇକ୍‌ରେ ୨ […]

truck

truck

Jitendra Garnayak
  • Published: Wednesday, 30 March 2022
  • Updated: 30 March 2022, 09:20 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା-ଉଦଳା ରାସ୍ତାରେ ଘଟିଛି ସିରିଜ୍ ଦୁର୍ଘଟଣା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ଆଜି ଏକ ୧୨ ଚକିଆ ସିମେଣ୍ଟ ବୋଝେଇ ଟ୍ରକ୍ ଉଦଳାରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ ପ୍ରଥମେ କରଞ୍ଜିଆ ଛକରେ ଏକ କାରକୁ ଧକ୍କା ଦେଇଥିଲା। ତା’ପରେ ଅସ୍ତିଆ ଛକରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏହା ପରେ ଅସ୍ତିଆ ପୋଲ ଉପରେ ଆଉ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ସେହି ବାଇକ୍‌ରେ ୨ ଜଣ ବସିଥିଲେ। ଟ୍ରକ୍‌ଟି ଧକ୍କା ଦେବା ପରେ ଜଣେ ପୋଲ ତଳକୁ ଖସି ପଡ଼ିଥିଲେ। ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଅନ୍ୟ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ଅସ୍ତିଆ ପୋଲ ଉପରେ ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ଡ୍ରାଇଭରକୁ କାବୁ କରିବାରେ ସଫଳ ହୋଇଥିଲେ। ଏହା ସହିତ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା। ଲୋକେ ରାସ୍ତାରୋକ କରିଥିଲେ। ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ପୁଲିସ୍ ଟ୍ରକ୍‌ଟିକୁ ଜବକ କରିବା ସହିତ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଦୁର୍ଘଟଣା ବେଳେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story