ବନ୍ଧୁକ ଦେଖାଇ ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଦେବଗଡ଼: ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟିଲେ ଲକ୍ଷାଧିକ ଟଙ୍କା। ଦେବଗଡ଼ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଖିଣ୍ଡୋ ଛକରେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଏକ ବୋଲେରୋରେ ଆସି ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କୁଣ୍ଢେଇଗୋଳା ପୋଲିସ ବୋଲେରୋ ସହ ଡ୍ରାଇଭରକୁ ଅଟକ ରଖି ତନାଘନା ଜାରି ରଖିଛି।

5274-gun-fire-wallfizz

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 10:56 PM IST

Related story