ମ୍ୟାଟ୍ରିକ୍‌ ପାସ୍‌ କରିଥିଲେ, ହେଲେ ମାରିଦେଲା ମିଛ ଖବର

ପଟ୍ଟାମୁଣ୍ଡାଇ/ବାସୁଦେବପୁର (ପ୍ରବୀର/କିରୀଟ): ମ୍ୟାଟ୍ରିକ୍‌ ଫଳାଫଳର ଖୁସି ଭିତରେ ଆସିଛି ଦୁଃଖର ଖବର। ପରୀକ୍ଷାରେ ଫେଲ୍‌ ବୋଲି ମିଛ ଖବର ଶୁଣି ଦୁଇ ଜଣ ଛାତ୍ରୀ ଜୀବନ ହାରିଛନ୍ତି। ଆଉ ଜଣେ ଫେଲ୍‌ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ବାଲିପଡାର ବର୍ଷା ସାହୁ। ମ୍ୟାଟ୍ରିକ୍‌ ପରୀକ୍ଷାରେ ୨୦୭ ନମ୍ୱର ରଖି ପାସ୍‌ କରିଛନ୍ତି। ତେବେ ପରୀକ୍ଷା ଫଳ ବାହାରିବାର କେଇ ସମୟ ମଧ୍ୟରେ ସେ ଆତ୍ମହତ୍ୟା କରିଦେଇଛନ୍ତି। କେହି ଜଣେ ତାଙ୍କୁ ଫେଲ୍‌ ବୋଲି […]

matric

matric

Manoranjan Sial
  • Published: Wednesday, 29 July 2020
  • Updated: 29 July 2020, 08:43 PM IST

Sports

Latest News

ପଟ୍ଟାମୁଣ୍ଡାଇ/ବାସୁଦେବପୁର (ପ୍ରବୀର/କିରୀଟ): ମ୍ୟାଟ୍ରିକ୍‌ ଫଳାଫଳର ଖୁସି ଭିତରେ ଆସିଛି ଦୁଃଖର ଖବର। ପରୀକ୍ଷାରେ ଫେଲ୍‌ ବୋଲି ମିଛ ଖବର ଶୁଣି ଦୁଇ ଜଣ ଛାତ୍ରୀ ଜୀବନ ହାରିଛନ୍ତି। ଆଉ ଜଣେ ଫେଲ୍‌ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ବାଲିପଡାର ବର୍ଷା ସାହୁ। ମ୍ୟାଟ୍ରିକ୍‌ ପରୀକ୍ଷାରେ ୨୦୭ ନମ୍ୱର ରଖି ପାସ୍‌ କରିଛନ୍ତି। ତେବେ ପରୀକ୍ଷା ଫଳ ବାହାରିବାର କେଇ ସମୟ ମଧ୍ୟରେ ସେ ଆତ୍ମହତ୍ୟା କରିଦେଇଛନ୍ତି। କେହି ଜଣେ ତାଙ୍କୁ ଫେଲ୍‌ ବୋଲି କହିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି।

ସମାନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗାଁରୁ। ମ୍ୟାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହେବେ ବୋଲି ଭାବି ଆଜି ମନଦୁଃଖରେ ବସିଥିଲେ ଅର୍ଜୁନ ମହାଳିକଙ୍କ ଝିଅ ରାନୁସ୍ମିତା। ଝିଅକୁ ଦେଖି ବାପା ବୁଝାଇଥିଲେ। ଆଉ କହିଥିଲେ- ବ୍ୟସ୍ତ ହୁଅନା। ଫେଲ୍‌ ହେଲେ ଆଉ ଥରେ ପରୀକ୍ଷା ଦେବୁ। ଏହା ପରେ ବାପା ମାଛ ଆଣିବାକୁ ମାର୍କେଟ ଚାଲିଗଲେ। ଘରକୁ ଫେରିବା ବେଳେ ମାଛ ଆଣିବା ସହିତ ଝିଅର ରେଜଲ୍‌ଟ ମଧ୍ୟ ଦେଖି ଆସିଥିଲେ। ଝିଅ ୧୯୮ ମାର୍କ ରଖି ପାସ୍‌ କରିଥିଲେ। ଏଥିରେ ଆତ୍ମ ବିଭୋର ହୋଇ ଅର୍ଜୁନ ଘରକୁ ଫେରି ଝିଅକୁ ପାସ୍‌ ହେବାର ଖବର ଦେଇଥିଲେ। ହେଲେ ସେତେ ବେଳକୁ ରାନୁ କାହାଠାରୁ ଫେଲ୍‌ ହୋଇଛୁ ବୋଲି ମିଛ ଖବର ଶୁଣି କୀଟନାଶକ ପିଇ ଦେଇଥିଲା। ବାପାଙ୍କଠାରୁ ଖୁସି ଖବର ଶୁଣି ରାନୁ କହିଥିଲା, ବାପା ମୁଁ ବିଷ ପିଇ ଦେଇଛନ୍ତି। ଝିଅଠାରୁ ଏକଥା ଶୁଣି ଅର୍ଜୁନ ଚକିତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେ ଫେଲ୍ ହେବା ପରେ ବିଷପିଇ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ସୋରରୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story