ଫୋନିକୁ ପୁରିଲା ଦୁଇ ସପ୍ତାହ: ଏବେ ବି ଅନ୍ଧାରରେ ପୁରୀର ବହୁ ଇଲାକା

ପୁରୀ(ଓଡ଼ିଶା ରିପୋର୍ଟର)ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା। ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ । ତୀର୍ଥ ଓ ପର୍ଯ୍ୟଟନର ଏହି ସହରରେ ସମ୍ପୂର୍ଣ୍ଣ ସ୍ୱାଭାବିକ୍‌ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା । ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସଙ୍କଟରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ପୁରା ପୁରୀ ସହରରେ ବିଜୁଳି ପୁନର୍ବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏ […]

jiop

jiop

Tapas Behera
  • Published: Saturday, 18 May 2019
  • Updated: 18 May 2019, 08:21 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର)ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା। ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ । ତୀର୍ଥ ଓ ପର୍ଯ୍ୟଟନର ଏହି ସହରରେ ସମ୍ପୂର୍ଣ୍ଣ ସ୍ୱାଭାବିକ୍‌ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା । ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସଙ୍କଟରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ପୁରା ପୁରୀ ସହରରେ ବିଜୁଳି ପୁନର୍ବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେସୁ କର୍ତ୍ତୃପକ୍ଷ ସୂଚାଇ ଦେଇଛନ୍ତି।

ଫୋନି ପରଠୁ ଲୋକଙ୍କ ଘର ଭିତରେ ନିରବି ଯାଇଛି ପଙ୍ଖା । ସକାଳରୁ ସଞ୍ଜ,ସଞ୍ଜରୁ ସକାଳ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ପାଇଁ ବିଞ୍ଚଣା ସାଜିଛି ସାହାରା। ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ପିଲାଠୁ ବୟସ୍କ । ତେବେ ପୁରୀ ସହରର କିଛି ଅଞ୍ଚଳରେ ବିଜୁଳି ଆସିଥିବାବେଳେ ତାଙ୍କ ଘରେ କେବେ ଲାଇଟ୍ ଜଳିବ ତାକୁ ନେଇ ଅଶା ଆଶଙ୍କାରେ ରହିଛନ୍ତି ଲୋକେ।

ଗତ ୧୫ ତାରିଖରୁ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଇ ଆସୁଛି । ଅଥଚ ବର୍ତ୍ତମାନ ସୁଦ୍ଧା ପୁରୀ ସହରର କୁମ୍ଭାରପଡ଼ା, ବାସେଳି ସାହି, ହରଚଣ୍ଡି ସାହି, ମାର୍କଣ୍ଡେଶ୍ୱର ସାହି, ବାଲିସାହି, ଅବକାଶନଗର, ସୁଦର୍ଶନନଗର, ଗୁଣ୍ଡିଚା ବିହାର, ମାଟିଆପଡ଼ା ଆଦି ଅଞ୍ଚଳରେ ବିଜୁଳିର ନାଁ ଗନ୍ଧ ନାହିଁ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଭିତ୍ତିଭୂମିର ପୁନରୁଦ୍ଧାର କାମ ଚାଲିଥିବାବେଳେ ବଳକା ଅଞ୍ଚଳକୁ ବିଜୁଳି ଯୋଗାଣ ୨୫ ତାରିଖ ସୁଦ୍ଧା ହେବ ବୋଲି କହିଛନ୍ତି ସେସୁ ଅଧିକାରୀ। ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ ଆଦି ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ସେବା ପ୍ରଦାନ ପାଇଁ ଉଦ୍ୟମ ଚାଲିଛି ବୋଲି ସେସୁ ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story