ବିଚ୍‌ ରାସ୍ତାରେ ଅଧ୍ୟାପକଙ୍କୁ ପିଟିଲେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବିଚ୍‌ ରାସ୍ତାରେ ଅଧ୍ୟାପକଙ୍କୁ ପିଟିଲେ। କମେଣ୍ଡ ମରାକୁ ନେଇ ଏପରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ସରକାରୀ ମହିଳା କଲେଜ ଛକରେ ଏପରି ଘଟଣା ଘଟିଛି। ଅଧ୍ୟାପକ ଜଣକ କଲେଜରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏପରିକି ଲୁହା ରଡ୍‌ରେ ତାଙ୍କ ମୁଣ୍ଡକୁ ପିଟି ଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର କେଉଁ କାରଣ ଆକ୍ରମଣ ହୋଇଛି […]

two young bay attack teacher

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 04:19 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବିଚ୍‌ ରାସ୍ତାରେ ଅଧ୍ୟାପକଙ୍କୁ ପିଟିଲେ। କମେଣ୍ଡ ମରାକୁ ନେଇ ଏପରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ସରକାରୀ ମହିଳା କଲେଜ ଛକରେ ଏପରି ଘଟଣା ଘଟିଛି। ଅଧ୍ୟାପକ ଜଣକ କଲେଜରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏପରିକି ଲୁହା ରଡ୍‌ରେ ତାଙ୍କ ମୁଣ୍ଡକୁ ପିଟି ଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର କେଉଁ କାରଣ ଆକ୍ରମଣ ହୋଇଛି ଜଣାପଡ଼ିନଥିଲେ ମଧ୍ୟ କମେଣ୍ଟ ମରାକୁ ନେଇ ଯୁବକମାନେ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story