କାଳହେଲା ପିକ୍‌ନିକ୍‌ ମଜା , ବୁଡ଼ିଗଲେ ୨ ଜଣ

ରାଉରକେଲା:(ଓଡ଼ିଶା ରିପୋର୍ଟର): କାଳହେଲା ପିକ୍‌ନିକ୍‌ ମଜା। କୋଏଲ ନଦୀରେ ବୁଡ଼ି ୨ ଜଣ ଯୁବକ ନିଖୋଜ ହୋଇଛନ୍ତି। ବିଶ୍ରା ଥାନା ତେତେରେକେଲା ନିକଟ ନଦୀରେ ବୁଡ଼ିଗଲେ ଦୁଇ ଜଣ। ପିକ୍ନିକ୍ କରିବାକୁ ଯାଇ ଗାଧୋଇବା ବେଳେ ବୁଡ଼ିଗଲେ ଉଭୟ। ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଭୟଙ୍କୁ  ଖୋଜାଖୋଜି ଆରମ୍ଭ ହୋଇଛି। ତେବେ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

7bn

Tapas Behera
  • Published: Sunday, 10 January 2021
  • , Updated: 10 January 2021, 05:17 PM IST

Related story