୧୩ରୁ ୟୁଜି ଓ ୧୭ରୁ ପିଜି କ୍ଲାସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୧୩ ତାରିଖରୁ ଯୁକ୍ତ ତିନି ଶ୍ରେଣୀ ବା ଅଣ୍ଡରଗ୍ରାଜୁଏଟ୍ ଏବଂ ୧୭ତାରିଖରୁ ପିଜି ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କଲେଜର ପ୍ରିନ୍ସିପାଲ ଓ ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ପାଠପଢ଼ା ଚଳିତମାସ ୧୩ତାରିଖରୁ ଆରମ୍ଭ ହେବ […]

college

college

Ordigital Desk
  • Published: Friday, 07 October 2022
  • Updated: 07 October 2022, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୧୩ ତାରିଖରୁ ଯୁକ୍ତ ତିନି ଶ୍ରେଣୀ ବା ଅଣ୍ଡରଗ୍ରାଜୁଏଟ୍ ଏବଂ ୧୭ତାରିଖରୁ ପିଜି ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କଲେଜର ପ୍ରିନ୍ସିପାଲ ଓ ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ପାଠପଢ଼ା ଚଳିତମାସ ୧୩ତାରିଖରୁ ଆରମ୍ଭ ହେବ । ଯୁକ୍ତ ତିନି ଓ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କର କଲେଜ ଶ୍ରେଣୀଗୃହରେ ଅକ୍ଟୋବର ୧୩ରୁ ପାଠପଢ଼ା ଆରମ୍ଭ ହେବ । ସେହିପରି ୨୦୨୨-୨୩ ପିଜି ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ଅକ୍ଟୋବର ୧୭ରୁ ଆରମ୍ଭ ହେବ । ଯେଉଁ ପିଲାମାନେ ହଷ୍ଟେଲରେ ରହିବା ପାଇଁ ଆବେଦନ କରିଥିବେ ସେମାନଙ୍କୁ ସେବେଠୁ ହଷ୍ଟେଲ ସୁବିଧା ମଧ୍ୟ କଲେଜ କର୍ତ୍ତୃପକ୍ଷ ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଚଳିତବର୍ଷ ଶ୍ରେଣୀ ଗୃହରେ ସ୍ୱାଭାବିକ ପାଠପଢ଼ା ହେବାକୁ ଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story