ଉଲିବୁରୁ ଖଣି ମହାଦୁର୍ନୀତି : ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ତିନି ଅଭିଯୁକ୍ତ

କେନ୍ଦୁଝର:  ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ତିନି ଅଭିଯୁକ୍ତଙ୍କ କୋର୍ଟ ହାଜିରା କରାଯାଇଛି। ଆଜି ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା, ଯୋଡ଼ା ଖଣିକ୍ଷେତ୍ରର ନିଲମ୍ୱିତ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି ଓ ଯୋଡ଼ାର ତତ୍କାଳୀନ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ମାନସଙ୍କର ବିଚାର ବିଭାଗ ହାଜତ୍ ଅବଧି ସରିବା ପରେ ତାଙ୍କୁ ଆଜି ତାଙ୍କୁ କୋର୍ଟ ହାଜିରା କରାଯାଇଥିଲା। ସେହିପରି ସତ୍ୟବ୍ରତଙ୍କ ଜାମିନ୍ ଅବଧି ସରିବା ପରେ ତାଙ୍କୁ […]

deepakgupta

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 06:57 AM IST

କେନ୍ଦୁଝର:  ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ତିନି ଅଭିଯୁକ୍ତଙ୍କ କୋର୍ଟ ହାଜିରା କରାଯାଇଛି। ଆଜି ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା, ଯୋଡ଼ା ଖଣିକ୍ଷେତ୍ରର ନିଲମ୍ୱିତ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି ଓ ଯୋଡ଼ାର ତତ୍କାଳୀନ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ମାନସଙ୍କର ବିଚାର ବିଭାଗ ହାଜତ୍ ଅବଧି ସରିବା ପରେ ତାଙ୍କୁ ଆଜି ତାଙ୍କୁ କୋର୍ଟ ହାଜିରା କରାଯାଇଥିଲା। ସେହିପରି ସତ୍ୟବ୍ରତଙ୍କ ଜାମିନ୍ ଅବଧି ସରିବା ପରେ ତାଙ୍କୁ ହାଜର କରାଯାଇଥିଲା। ଅପରପକ୍ଷରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କର ଆଜି ନିୟମିତ ହାଜିରା ଥିଲା।

Related story