ଝାଡୁ ମାରିବା ବାହାନାରେ କଏଦୀ ଚମ୍ପଟ!

ନୟାଗଡ଼(ଓଡ଼ିଶା ରିପୋର୍ଟର): ଝାଡ଼ୁ ମାରିବାର ବାହାନା ଦେଖାଇ ଜେଲରୁ ଚମ୍ପଟ ମାରିଲେ ବିଚାରାଧୀନ କଏଦୀ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍‌ଜେଲରୁ। ଚମ୍ପଟ କଏଦୀ ଜଣଙ୍କ ହେଲେ ଗଣିଆ ଥାନା ଅଞ୍ଚଳର ହିମାଂଶୁ ନାୟକ। ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ହିମାଂଶୁ ୨୦୨୦ମସିହାରୁ ଗିରଫ ହୋଇ ଦଶପଲ୍ଲା ଜେଲ୍‌ରେ ଥିଲେ। ସେହିଦିନ ଠାରୁ ବିଚାରାଧୀନ କଏଦୀ ରୂପେ ଜେଲରେ ରହୁଥିଲେ। ତେବେ ଜେଲ ପକ୍ଷରୁ ତାଙ୍କୁ ଜେଲ ଭିତର ଏବଂ ବାହାରେ ଝାଡ଼ୁ ମାରିବା […]

jail

jail

Tapaswini Nayak
  • Published: Wednesday, 26 October 2022
  • Updated: 26 October 2022, 01:03 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର): ଝାଡ଼ୁ ମାରିବାର ବାହାନା ଦେଖାଇ ଜେଲରୁ ଚମ୍ପଟ ମାରିଲେ ବିଚାରାଧୀନ କଏଦୀ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍‌ଜେଲରୁ। ଚମ୍ପଟ କଏଦୀ ଜଣଙ୍କ ହେଲେ ଗଣିଆ ଥାନା ଅଞ୍ଚଳର ହିମାଂଶୁ ନାୟକ।

ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ହିମାଂଶୁ ୨୦୨୦ମସିହାରୁ ଗିରଫ ହୋଇ ଦଶପଲ୍ଲା ଜେଲ୍‌ରେ ଥିଲେ। ସେହିଦିନ ଠାରୁ ବିଚାରାଧୀନ କଏଦୀ ରୂପେ ଜେଲରେ ରହୁଥିଲେ। ତେବେ ଜେଲ ପକ୍ଷରୁ ତାଙ୍କୁ ଜେଲ ଭିତର ଏବଂ ବାହାରେ ଝାଡ଼ୁ ମାରିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଗତକାଲି ଜେଲ କର୍ମଚାରୀମାନେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ହିମାଂଶୁ ଜେଲରୁ ଚମ୍ପଟ ମାରି ପଳାଇଥିଲେ। କିଛି ସମୟ ପରେ ଜେଲ କର୍ମଚାରୀମାନେ ଖୋଜା ଖୋଜି କରି ଥିଲେ ମଧ୍ୟ ହିମାଂଶୁଙ୍କୁ ପାଇନଥିଲେ। ଏନେଇ ଜେଲ କର୍ତ୍ତୃପକ୍ଷ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story