ଗ୍ୟାସ ଭିତ୍ତିଭୂମି ମଜବୁତ‌ ପାଇଁ ଖର୍ଚ୍ଚ ହେଉଛି ୬୦ ବିଲିୟନ ଡଲାର: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଉର୍ଜା ଚାହିଦା ଭବିଷ୍ୟତରେ ବୃଦ୍ଧି ପାଇବ। ସେହି ଦୃଷ୍ଟିରୁ ସବୁଜ ଉର୍ଜା ପଥ ଆପଣାଇବା ତଥା ପ୍ରଦୂଷଣ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି।୧୧ ତମ ‘ବିଶ୍ୱ ପେଟ୍ରୋକୋଲ୍‌ କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନର ସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ଆନ୍ତର୍ଜାତୀୟ ଉର୍ଜା ସଂସ୍ଥା(ଆଇଇଏ), ଓପେକ ଓ ବ୍ରିଟିଶ ପେଟ୍ରୋଲିୟମ ରିପୋର୍ଟ ଦର୍ଶାଉଛି ଯେ ବିଶ୍ୱର ମୋଟ୍‌ ପ୍ରାଥମିକ […]

Dharmendra Pradhan

Dharmendra Pradhan

Manoranjan Sial
  • Published: Tuesday, 16 February 2021
  • Updated: 16 February 2021, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଉର୍ଜା ଚାହିଦା ଭବିଷ୍ୟତରେ ବୃଦ୍ଧି ପାଇବ। ସେହି ଦୃଷ୍ଟିରୁ ସବୁଜ ଉର୍ଜା ପଥ ଆପଣାଇବା ତଥା ପ୍ରଦୂଷଣ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି।୧୧ ତମ ‘ବିଶ୍ୱ ପେଟ୍ରୋକୋଲ୍‌ କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନର ସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“ଆନ୍ତର୍ଜାତୀୟ ଉର୍ଜା ସଂସ୍ଥା(ଆଇଇଏ), ଓପେକ ଓ ବ୍ରିଟିଶ ପେଟ୍ରୋଲିୟମ ରିପୋର୍ଟ ଦର୍ଶାଉଛି ଯେ ବିଶ୍ୱର ମୋଟ୍‌ ପ୍ରାଥମିକ ଉର୍ଜାର ଚାହିଦା ୨୦୪୦ ସୁଦ୍ଧା ବାର୍ଷିକ ୧ ପ୍ରତିଶତରୁ କମ୍‌ ବୃଦ୍ଧି ପାଇପାରେ। କିନ୍ତୁ ଅପରପକ୍ଷରେ ଭାରତର ଉର୍ଜା ଚାହିଦା ୨୦୪୦ ପର୍ଯ୍ୟନ୍ତ ବାର୍ଷିକ ୩ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି। ଉର୍ଜା ନ୍ୟାୟକୁ ଶେଷ କରିବା ପାଇଁ ଦେଶର ସବୁ ଘରକୁ ସ୍ୱଚ୍ଛ ଇନ୍ଧନ ପହଁଚାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରଣନୀତିର ଏକ ଚାବିକାଠି ହୋଇଛି।”

ସେ ଆହୁରି କହିଛନ୍ତି-“ବିଗତ ୬ ବର୍ଷରେ ଦେଶରେ ଏଲପିଜି ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହୋଇଛି। ୨୦୧୪ରେ ଏଲ୍‌ପିଜି ଉପଭୋକ୍ତା ୧୪.୫ କୋଟି ଥିଲା ବେଳେ ୨୦୨୧ ସୁଦ୍ଧା ଏହା ବୃଦ୍ଧି ପାଇ ୨୯ କୋଟିରେ ପହଁଚିଛି। ବହୁତ କମ୍‌ ବର୍ଷ ମଧ୍ୟରେ ଏଲପିଜି କଭରେଜ ୫୬ ପ୍ରତିଶତରୁ ବଢି ୯୯.୫ ପ୍ରତିଶତ ହୋଇଛି। ରେକର୍ଡ ସମୟରେ ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ୍‌ ପରିବାରକୁ ଗ୍ୟାସ ଦିଆଯାଇଛି। ଉଜ୍ଜଳା ଯୋଜନା ମହିଳାଙ୍କ ସାମାଜିକ ଓ ଅର୍ଥନୀତିକୁ ପରିବର୍ତ୍ତନ କରିବା ସହ ସଶକ୍ତିକରଣ ମଧ୍ୟ କରିଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ଚଳିତ ସାଧାରଣ ବଜେଟରେ ଉଜ୍ଜଳା ଯୋଜନାରେ ଆଉ ୧ କୋଟି ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ଘୋଷଣା ହେବା ଦ୍ୱାରା ଏହା ସର୍ବଭାରତୀୟ ସ୍ତରରେ କଭରେଜ‌୍‍ ହାସଲ କରିବାରେ ସହାୟକ ହେବ। ସେହିପରି ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ପାଇଁ କାରଖାନା ଗୁଡ଼ିକର ଉନ୍ନତିକରଣ ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ୩୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି। ଏହାସହ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତିଭୂମିକୁ ମଜବୁତ‌ କରିବା ସ୍ୱରୂପ ୬୦ ବିଲିୟନ୍‌ ଆମେରିକୀୟ ଡ଼ଲାର ଖର୍ଚ୍ଚ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story