‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ ରହିଛି। ଗ୍ରାମାଞ୍ଚଳରେ ୪୬.୯% ସଂକ୍ରମିତ ହୋଇଥିବା ବେଳେ ସହରାଞ୍ଚଳରେ ସଂକ୍ରମିତଙ୍କ ହାର ୫୩.୧% ରହିଛି। ଏ ପର୍ଯ୍ୟନ୍ତ ୨୯୧୦ ପଜିଟିଭ ମଧ୍ୟରୁ ଗ୍ରାମାଞ୍ଚଳରେ ୧୩୬୪ ଜଣ ଓ ସହରାଞ୍ଚଳରେ ୧୫୪୬ ଜଣ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ କହିଛନ୍ତି। ସେ ଆହୁରି କହିଛନ୍ତି-“ଜିଲ୍ଲାରେ ସୁସ୍ଥତା ହାର ୬୬.୦୩% ଥିବା ବେଳେ ମୃତ୍ୟୁ ହାର ୦.୦୧% ରହିଛି। ତେବେ ବଡ଼ମ୍ବା ନରସିଂହପୁର ଓ […]

cuttack-town

cuttack-town

Manoranjan Sial
  • Published: Sunday, 09 August 2020
  • Updated: 09 August 2020, 06:36 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ ରହିଛି। ଗ୍ରାମାଞ୍ଚଳରେ ୪୬.୯% ସଂକ୍ରମିତ ହୋଇଥିବା ବେଳେ ସହରାଞ୍ଚଳରେ ସଂକ୍ରମିତଙ୍କ ହାର ୫୩.୧% ରହିଛି। ଏ ପର୍ଯ୍ୟନ୍ତ ୨୯୧୦ ପଜିଟିଭ ମଧ୍ୟରୁ ଗ୍ରାମାଞ୍ଚଳରେ ୧୩୬୪ ଜଣ ଓ ସହରାଞ୍ଚଳରେ ୧୫୪୬ ଜଣ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ କହିଛନ୍ତି।

ସେ ଆହୁରି କହିଛନ୍ତି-“ଜିଲ୍ଲାରେ ସୁସ୍ଥତା ହାର ୬୬.୦୩% ଥିବା ବେଳେ ମୃତ୍ୟୁ ହାର ୦.୦୧% ରହିଛି। ତେବେ ବଡ଼ମ୍ବା ନରସିଂହପୁର ଓ ଆଠଗଡ଼ର ଗ୍ରାମାଞ୍ଚଳରେ ସଂକ୍ରମଣ ଅଧିକ ରହିଛି। କଟକ ସହରର ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। ତେବେ ଜୀବନ ସହ ଜୀବିକାକୁ ଦେଖିବାକୁ ପଡ଼ୁଥିବାରୁ ସମସ୍ୟା ରହୁଛି।”

ଅନ୍ୟପକ୍ଷରେ କଟକ ମହାନଗର ନିଗମ (ସିଏମ୍‌ସି)ରେ କରୋନା ମୁକାବିଲା ନେଇ କମିଶନର ଅନନ୍ୟା ଦାସ କହିଛନ୍ତି ଯେ, ସହରରେ ଟେଷ୍ଟିଂ ସଂଖ୍ୟା ଅଧିକରୁ ଅଧିକ ବଢାଯାଉଛି। ଆଗକୁ PHC ମାନଙ୍କରେ କୋଭିଡ୍‌ ଟେଷ୍ଟର ବ୍ୟବସ୍ଥା କରାଯିବ। ତେବେ କରୋନାକୁ ଦୂରେଇବାକୁ ହେଲେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନିବାକୁ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story