ହଷ୍ଟେଲ ଓ ଆଡମିସନ ଫି’ ବୃଦ୍ଧି ପ୍ରତିବାଦରେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ହଷ୍ଟେଲ ଓ ଆଡମିସନ ଫି’ ବୃଦ୍ଧି ପ୍ରତିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟକୁ ଆଜି ଏମ୍‌.ଫିଲ୍‌ ଛାତ୍ରଛାତ୍ରୀ ଘେରାଉ କରିଛନ୍ତି। ପୂର୍ବରୁ ଏ ନେଇ ଛାତ୍ରଛାତ୍ରୀମାନେ ୩ ଥର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ସେଥିରୁ କୌଣସି ସୁଫଳ ନ ମିଳିବାରୁ ସେମାନେ ଆନ୍ଦୋଳନ କରିଥିବା କହିଛନ୍ତି। ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ ନିଷ୍ପତ୍ତି ନିଅନ୍ତୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

student

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 03:16 PM IST

ଭୁବନେଶ୍ୱର: ହଷ୍ଟେଲ ଓ ଆଡମିସନ ଫି’ ବୃଦ୍ଧି ପ୍ରତିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟକୁ ଆଜି ଏମ୍‌.ଫିଲ୍‌ ଛାତ୍ରଛାତ୍ରୀ ଘେରାଉ କରିଛନ୍ତି। ପୂର୍ବରୁ ଏ ନେଇ ଛାତ୍ରଛାତ୍ରୀମାନେ ୩ ଥର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ସେଥିରୁ କୌଣସି ସୁଫଳ ନ ମିଳିବାରୁ ସେମାନେ ଆନ୍ଦୋଳନ କରିଥିବା କହିଛନ୍ତି।

ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ ନିଷ୍ପତ୍ତି ନିଅନ୍ତୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

Related story