ବନ ଜୀବନ ୱେବସାଇଟ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ  

ଭୁବନେଶ୍ୱର: ଆଦିବାସୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ବନ ଜୀବନ ୱେବସାଇଟ୍‌ର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରରେ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଯଶମନ୍ତ ସୁମନ ଭାଇ ଭାବର ଏହାର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସାମ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ତେଲେଙ୍ଗାନା ଭଳି ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ଜଙ୍ଗଲଜାତ ଦ୍ରବ୍ୟ, ଫାର୍ମ ଓ ସ୍କିଲ୍ ଡେଭଲପ୍‌ମେଣ୍ଟ ନେଇ ୱେବସାଇଟ୍‌ରେ ସୂଚନା ରହିବ। କେନ୍ଦ୍ର ସରକାରଙ୍କ ମୁଦ୍ରା ଓ ଷ୍ଟାଣ୍ଡ ଅପ୍ ଯୋଜନାରେ ଆଦିବାସୀଙ୍କୁ […]

vanjiban

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 06:59 PM IST

ଭୁବନେଶ୍ୱର: ଆଦିବାସୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ବନ ଜୀବନ ୱେବସାଇଟ୍‌ର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରରେ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଯଶମନ୍ତ ସୁମନ ଭାଇ ଭାବର ଏହାର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସାମ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ତେଲେଙ୍ଗାନା ଭଳି ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ଜଙ୍ଗଲଜାତ ଦ୍ରବ୍ୟ, ଫାର୍ମ ଓ ସ୍କିଲ୍ ଡେଭଲପ୍‌ମେଣ୍ଟ ନେଇ ୱେବସାଇଟ୍‌ରେ ସୂଚନା ରହିବ।

କେନ୍ଦ୍ର ସରକାରଙ୍କ ମୁଦ୍ରା ଓ ଷ୍ଟାଣ୍ଡ ଅପ୍ ଯୋଜନାରେ ଆଦିବାସୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ। ୪ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା, କେନ୍ଦ୍ର ସଚିବ ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Related story