ବ୍ୟାପମ୍ ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସପୃକ୍ତି ଅଭିଯୋଗ ନେଇ ସମ୍ୱଲପୁରରେ ବିଜେଡିର ବିକ୍ଷୋଭ

ସମ୍ୱଲପୁର: ବ୍ୟାପମ୍ ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସପୃକ୍ତି ଅଭିଯୋଗ ନେଇ ସମ୍ୱଲପୁର ସହରରେ ପ୍ରତିବାଦ କରାଯାଇଛି। ଜିଲ୍ଳା ବିଜେଡି ପକ୍ଷରୁ ଶତାଧିକ ଦଳୀୟ କର୍ମୀ ଓ ନେତା ସହରର ଗୋଲ ବଜାର ଛକରେ ବିକ୍ଷୋଭ ପ୍ରଦର୍ଶନ  କରିବା ସହ ଧର୍ମେନ୍ଦ୍ରଙ୍କ ଫଟୋରେ ନିଆଁ ଲଗାଇ ପୋଡିଥିଲେ। ଏହାସହ ବିଜେପି ବିରୋଧୀ ସ୍ଲୋଗାନ୍ ଦେବା ସହ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଥିଲେ।

sambulpur

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 03:12 AM IST

Related story