ପୁଣି ଓଡ଼ିଶାରେ ବିଜେଡି ସରକାର ଗଠନ କରିବ: ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏଥର ଜାତୀୟ ରାଜନୀତିରେ ଦୃଶ୍ୟପଟ ବଦଳିବ। କୌଣସି ଜାତୀୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ ଘଡେଇ। ଘଡେଇ କହିଛନ୍ତି, ଗତଥର ଅପେକ୍ଷା ଏଥର ଲୋକସଭାରେ ବିଜେପିକୁ କମ୍ ଆସନ ମିଳିବ। ଫଳରେ ସରକାର ଗଠନ ପାଇଁ ଆଞ୍ଚଳିକ ଦଳ ନିର୍ଣ୍ଣାୟକ ଭୂମିକା ନେବେ। ସେପଟେ ଏକଜିଟ୍ ପୋଲ ଆକଳନକୁ ନେଇ ଘଡେଇ କହିଛନ୍ତି, ରାଜ୍ୟର ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ […]

prafulla

prafulla

Tapas Behera
  • Published: Sunday, 19 May 2019
  • Updated: 19 May 2019, 09:38 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏଥର ଜାତୀୟ ରାଜନୀତିରେ ଦୃଶ୍ୟପଟ ବଦଳିବ। କୌଣସି ଜାତୀୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ ଘଡେଇ। ଘଡେଇ କହିଛନ୍ତି, ଗତଥର ଅପେକ୍ଷା ଏଥର ଲୋକସଭାରେ ବିଜେପିକୁ କମ୍ ଆସନ ମିଳିବ। ଫଳରେ ସରକାର ଗଠନ ପାଇଁ ଆଞ୍ଚଳିକ ଦଳ ନିର୍ଣ୍ଣାୟକ ଭୂମିକା ନେବେ।

ସେପଟେ ଏକଜିଟ୍ ପୋଲ ଆକଳନକୁ ନେଇ ଘଡେଇ କହିଛନ୍ତି, ରାଜ୍ୟର ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ ସହ ସରକାର ଗଠନ କରିବାରେ ସଫଳ ହେବ। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ସେହିଭଳି ରାଜ୍ୟର ୨୧ ଲୋକସଭା ସିଟ୍‌ରୁ ଅଧିକାଂଶ ବିଜେଡି ଖାତାକୁ ଯିବ ବୋଲି କହିଥିଲେ ବି, ସବୁଠି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହୋଇଥିବା କହିଛନ୍ତି ଘଡେଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story