ଆୟଠୁ ଅଧିକ ରଖିଥିବା ଅଭିଯୋଗ: ସିଏଚଏସ୍‌ଇ ଅଧତ୍କାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏଚଏସ୍‌ଇ ଅଧତ୍କାରୀ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱରର ଫରେଷ୍ଟପାର୍କ, ସାମନ୍ତରାପୁର ଓ ଜ୍ୟୋସ୍ନା ଗାର୍ଡନ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି। ସୂର୍ଯ୍ୟ ନାରାୟଣ ସିଏଚ୍‌ଏସ୍‌ଇର ଷ୍ଟ୍ରଙ୍ଗ୍ ରୁମ୍ ଇନ୍‌ଚାର୍ଜ ଅଛନ୍ତି।

vigilance

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 12:06 PM IST

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏଚଏସ୍‌ଇ ଅଧତ୍କାରୀ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱରର ଫରେଷ୍ଟପାର୍କ, ସାମନ୍ତରାପୁର ଓ ଜ୍ୟୋସ୍ନା ଗାର୍ଡନ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।

ସୂର୍ଯ୍ୟ ନାରାୟଣ ସିଏଚ୍‌ଏସ୍‌ଇର ଷ୍ଟ୍ରଙ୍ଗ୍ ରୁମ୍ ଇନ୍‌ଚାର୍ଜ ଅଛନ୍ତି।

Related story