IAS ବିନୋଦ କୁମାରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇଏଏସ୍ ବିନୋଦ କୁମାରଙ୍କ ଘରେ ଭିଜିଲାନ୍ସ ରେଡ୍। ତେବେ ରେଡ୍ ସମୟରେ ସେ ଘରେ ନଥିଲେ। ଏମିତିକି ସେ ଆଜି ଅଫିସ୍ ମଧ୍ୟ ଆସିନଥିଲେ। ଗତକାଲି ORHDC ଦୁର୍ନୀତିରେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରଠୁ ତାଙ୍କର ପତ୍ତା ମିଳୁନାହିଁ। ତାଙ୍କ ବିରୋଧରେ NBW ଜାରି ହୋଇଥିବାରୁ ସେ ଆତ୍ମ ସମର୍ପଣ କରିବେ ନା ଅନ୍ୟ କଣ ପଦକ୍ଷେପ ନେବେ ତାକୁ ନେଇ ଚର୍ଚ୍ଚା […]

vigilance raid in ias officers govt residence

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 09:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇଏଏସ୍ ବିନୋଦ କୁମାରଙ୍କ ଘରେ ଭିଜିଲାନ୍ସ ରେଡ୍। ତେବେ ରେଡ୍ ସମୟରେ ସେ ଘରେ ନଥିଲେ। ଏମିତିକି ସେ ଆଜି ଅଫିସ୍ ମଧ୍ୟ ଆସିନଥିଲେ। ଗତକାଲି ORHDC ଦୁର୍ନୀତିରେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରଠୁ ତାଙ୍କର ପତ୍ତା ମିଳୁନାହିଁ। ତାଙ୍କ ବିରୋଧରେ NBW ଜାରି ହୋଇଥିବାରୁ ସେ ଆତ୍ମ ସମର୍ପଣ କରିବେ ନା ଅନ୍ୟ କଣ ପଦକ୍ଷେପ ନେବେ ତାକୁ ନେଇ ଚର୍ଚ୍ଚା ଲାଗି ରହଛି।

୨୦୦୦ ମସିହା ORHDCରେ ହୋଇଥିବା ମହାଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ବିନୋଦ କୁମାର। ସେତେବେଳେ ୫୫ ଲକ୍ଷ ଟଙ୍କର ଅନିୟମିତତା ନେଇ ଅଭିଯୋଗ ଆସିଥିଲା।

Related story