ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ପାଟଣାଗଡ଼ (ବଂଶୀଧର ସେଠ୍‌): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳେ ତାଙ୍କ ପୈତୃକ ଘର, ଭାଇଙ୍କ ଘର ଓ ଲାଇନ୍‌ ପଡ଼ାରେ ଥିବା ଅଫିସ୍‌ରେ ଭିଜିଲାନ୍ସ ବିଭାଗର ୫ଟି ଟିମ୍‌ ଚଢ଼ଉ କରିଥିଲା। ବଲାଙ୍ଗିର ଭିଜିଲାନ୍ସ ଡିଏସପି କାନ୍ଦମ୍ୱିନୀ ସାମଲଙ୍କ ନେତୃତ୍ୱରେ ବଲାଙ୍ଗିର, ବରଗଡ, ସୋନପୁର, ସମ୍ୱଲପୁର ଓ ରାଉରକେଲାର ଭିଜିଲାନ୍ସ ଟିମ୍‌ […]

vigilance

Jyoshna Pradhan
  • Published: Tuesday, 24 September 2019
  • , Updated: 24 September 2019, 11:39 AM IST

ପାଟଣାଗଡ଼ (ବଂଶୀଧର ସେଠ୍‌): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳେ ତାଙ୍କ ପୈତୃକ ଘର, ଭାଇଙ୍କ ଘର ଓ ଲାଇନ୍‌ ପଡ଼ାରେ ଥିବା ଅଫିସ୍‌ରେ ଭିଜିଲାନ୍ସ ବିଭାଗର ୫ଟି ଟିମ୍‌ ଚଢ଼ଉ କରିଥିଲା।

ବଲାଙ୍ଗିର ଭିଜିଲାନ୍ସ ଡିଏସପି କାନ୍ଦମ୍ୱିନୀ ସାମଲଙ୍କ ନେତୃତ୍ୱରେ ବଲାଙ୍ଗିର, ବରଗଡ, ସୋନପୁର, ସମ୍ୱଲପୁର ଓ ରାଉରକେଲାର ଭିଜିଲାନ୍ସ ଟିମ୍‌ ଏହି ଚଢ଼ଉ କରିଥିଲା। ଚଢ଼ଉ ବେଳେ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି।

Related story