ତିହିଡ଼ି ବ୍ଲକ କ୍ୟାସିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Ordigital Desk
  • Published: Tuesday, 28 November 2017
  • , Updated: 28 November 2017, 10:29 AM IST
<p>ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା &nbsp;ତିହିଡ଼ି ବ୍ଲକ କ୍ୟାସିୟର ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ&nbsp; ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଭାକରଙ୍କ ତିହିଡ଼ି କାର୍ଯ୍ୟାଳୟ, ବାଲେଶ୍ୱର, ଭଦ୍ରକ ଭଡାଘର ଓ ପୈତୃକ ଘରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି।</p> <p>ପ୍ରଭାକର ବିଭିନ୍ନ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା&nbsp; ଅନୁଦାନକୁ&nbsp; ହିତାଧୀକାରୀଙ୍କୁ ବଣ୍ଟନ କରିବା ଓ ଖର୍ଚ୍ଚ କରିବା ବାହାନାରେ ବେଆଇନ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।</p> <p>&amp;nbsp;</p>

Related story