ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Ordigital Desk
  • Published: Friday, 17 November 2017
  • , Updated: 17 November 2017, 09:22 AM IST
<p>ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ&nbsp; ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜନ କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଜନ ଓ ତାଙ୍କ ପରିବାରଲୋକଙ୍କ ଉପସ୍ଥିତିରେ ଏହି&nbsp; ଚଢ଼ାଉ କରାଯାଇଛି। କଟକ ମଙ୍ଗଳପୁରରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଏକାକାଳୀନ ଚଢ଼ାଉ କରିଛି।</p> <p>&amp;nbsp;</p>

Related story