ଭିଜିଲାନ୍ସ ଜାଲରେ ଜଳ ସେଚନ ବିଭାଗର ଦୁଇ ଅଧିକାରୀ

<p>ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀ ଓ ରେଙ୍ଗାଲି କେନାଲ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠ୍&zwnj;ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉଭୟ ଅଧିକାରୀଙ୍କ ବାସଭବନ ସହିତ ଭିନ୍ନ ଭିନ୍ନ ସ୍ଥାନରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।</p> <p>ଭିଜିଲାନ୍ସର ୫ଟି ଟିମ୍&zwnj; ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।</p>

Ordigital Desk
  • Published: Tuesday, 08 May 2018
  • Updated: 08 May 2018, 10:12 AM IST

Sports

Latest News

<p>ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀ ଓ ରେଙ୍ଗାଲି କେନାଲ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠ୍&zwnj;ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉଭୟ ଅଧିକାରୀଙ୍କ ବାସଭବନ ସହିତ ଭିନ୍ନ ଭିନ୍ନ ସ୍ଥାନରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।</p><p>ଭିଜିଲାନ୍ସର ୫ଟି ଟିମ୍&zwnj; ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos