ଭିଜିଲାନ୍ସ ନିର୍ଦ୍ଦେଶକ କେ.ଭି. ସିଂଙ୍କୁ ପଦରୁ ହଟାବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ କେ.ଭି. ସିଂଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି ବିରୋଧୀ। ଆଜି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି କେ.ଭି.ସିଂଙ୍କ ପ୍ରତି ଅଙ୍ଗୁଳି ଉଠାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଯେଉଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମାମଲାରେ ହାଇକୋର୍ଟ ସମାଲୋଚନା କରିଛନ୍ତି। ସେ କିଭଳି ନିଲମ୍ୱିତ କେନ୍ଦ୍ରାପଡ଼ା ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ଆସିଥିବା ଜମି ଦୁର୍ନୀତି ପ୍ରସଙ୍ଗରେ ତଦନ୍ତ କରୁଛନ୍ତି। ଏହାଦ୍ୱାରା ଜମି ଦୁର୍ନୀତି ଅଭିଯୋଗର ନିରପେକ୍ଷ […]

kbsingh

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 04:23 PM IST

ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ କେ.ଭି. ସିଂଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି ବିରୋଧୀ। ଆଜି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି କେ.ଭି.ସିଂଙ୍କ ପ୍ରତି ଅଙ୍ଗୁଳି ଉଠାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଯେଉଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମାମଲାରେ ହାଇକୋର୍ଟ ସମାଲୋଚନା କରିଛନ୍ତି। ସେ କିଭଳି ନିଲମ୍ୱିତ କେନ୍ଦ୍ରାପଡ଼ା ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ଆସିଥିବା ଜମି ଦୁର୍ନୀତି ପ୍ରସଙ୍ଗରେ ତଦନ୍ତ କରୁଛନ୍ତି। ଏହାଦ୍ୱାରା ଜମି ଦୁର୍ନୀତି ଅଭିଯୋଗର ନିରପେକ୍ଷ ତଦନ୍ତ ହେବ ନାହିଁ ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି।

Related story