ଆଶା, ଏଏନ୍‌ଏମ୍‌ ଦିଦିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକ

ଜଳେଶ୍ୱର(ଅଜିତ ଦାସ): ଟିଏମ୍‌ସିରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କରୋନା ଯୋଦ୍ଧା ଆଶା ଓ ଏଏନ୍‌ଏମ୍‌ ଦିଦିଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ବାରବାଟିଆରୁ। ଏବେ ସୁଦ୍ଧା ଉତ୍ତେଜନା ଲାଗି ରହିଛି। ଗତ ୨୦ ତାରିଖରେ ରମାକାନ୍ତ ଦାସ ଆଫ୍ରିକାରୁ ଫେରି ଭୋଗରାଇ ବାରବାଟିଆ ଟିଏମ୍‌ସିରେ ରହୁଥିଲେ। ସବୁଦିନ ପରି ଗତକାଲି ରାତିରେ ଶୋଇବା ପାଇଁ ଯାଇଥିଲେ। […]

ass

ass

Manoranjan Sial
  • Published: Wednesday, 29 July 2020
  • Updated: 29 July 2020, 05:17 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ଟିଏମ୍‌ସିରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କରୋନା ଯୋଦ୍ଧା ଆଶା ଓ ଏଏନ୍‌ଏମ୍‌ ଦିଦିଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ବାରବାଟିଆରୁ। ଏବେ ସୁଦ୍ଧା ଉତ୍ତେଜନା ଲାଗି ରହିଛି।

ଗତ ୨୦ ତାରିଖରେ ରମାକାନ୍ତ ଦାସ ଆଫ୍ରିକାରୁ ଫେରି ଭୋଗରାଇ ବାରବାଟିଆ ଟିଏମ୍‌ସିରେ ରହୁଥିଲେ। ସବୁଦିନ ପରି ଗତକାଲି ରାତିରେ ଶୋଇବା ପାଇଁ ଯାଇଥିଲେ। ହେଲେ ଆଜି ସକାଳେ ସେ ଉଠିନଥିଲେ। ତେବେ ଉଠିବାରେ ବିଳମ୍ବ ହେବାରୁ ଅନ୍ତେବାସୀମାନେ ତାଙ୍କୁ ଡାକିଥିଲେ। ମାତ୍ର ସେ ଉଠି ନଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଟିଏମ୍‌ସିରେ ରମାକାନ୍ତଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ହତ୍ୟାକାରୀଙ୍କ ଗିରଫ ଓ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟିଏମ୍‌ସି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଆଶା ଓ ଏଏନ୍‌ଏମ୍‌ ଦିଦି ପାଚେରୀ ଡେଇଁ ପଳାଇ ଯାଉଥିଲେ। ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ଭୋଗରାଇ ଥାନା ପୁଲିସ, ତହସିଲଦାର, ବିଡ଼ିଓ, ଡାକ୍ତର ଟିମ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଗାଁ ଲୋକ ନିଜ ଦାବିରେ ଅଟଳ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଉକ୍ତ ଟିଏମ୍‌ସି କେନ୍ଦ୍ରରୁ ମୃତଦେହ ଉଦ୍ଧାର କରାଯାଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story