ପ୍ରଧାନଶିକ୍ଷକଙ୍କ ବଦଳି ଦାବିକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସର ପାଲଟିଲା ରଣକ୍ଷେତ୍ର

ସୋର(ଓଡ଼ିଶା ରିପୋର୍ଟର): ଜଣେ ପ୍ରଧାନଶିକ୍ଷକଙ୍କ ବଦଳି ରୋକିବା ଦାବି ନେଇ ତୁମୁଳକାଣ୍ଡ। ରଣକ୍ଷେତ୍ର ପାଲଟିଲା ବ୍ଲକ ଅଫିସ୍। ଦାବି ନେଇ ଆସିଥିବା ବିଜେପି ସମର୍ଥିତ ସରପଞ୍ଚ ଓ ଅଭିଭାବକଙ୍କ ସହ ବ୍ଲକ ଅଫିସ୍ ପରିସରରେ ବିଜେଡି କର୍ମୀଙ୍କ ସଂଘର୍ଷ ହୋଇଛି। ଏହି ସଂଘର୍ଷ ବେଳେ ସମସ୍ୟାର ସମାଧାନ କରିବାକୁ ଆସିଥିବା ବିଇଓ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ସୋର ବ୍ଲକ ଅଫିସ୍‌ରେ ଏହି ଘଟଣା ଘଟିଛି। ସୋର ବ୍ଲକ ଅଫିସ୍‌ରେ ଜନ ଅଭିଯୋଗ ଜନଶୁଣାଣି ଚାଲିଥିବା […]

sora

sora

Niranjan Mishra
  • Published: Monday, 12 September 2022
  • Updated: 12 September 2022, 05:50 PM IST

ସୋର(ଓଡ଼ିଶା ରିପୋର୍ଟର): ଜଣେ ପ୍ରଧାନଶିକ୍ଷକଙ୍କ ବଦଳି ରୋକିବା ଦାବି ନେଇ ତୁମୁଳକାଣ୍ଡ। ରଣକ୍ଷେତ୍ର ପାଲଟିଲା ବ୍ଲକ ଅଫିସ୍। ଦାବି ନେଇ ଆସିଥିବା ବିଜେପି ସମର୍ଥିତ ସରପଞ୍ଚ ଓ ଅଭିଭାବକଙ୍କ ସହ ବ୍ଲକ ଅଫିସ୍ ପରିସରରେ ବିଜେଡି କର୍ମୀଙ୍କ ସଂଘର୍ଷ ହୋଇଛି। ଏହି ସଂଘର୍ଷ ବେଳେ ସମସ୍ୟାର ସମାଧାନ କରିବାକୁ ଆସିଥିବା ବିଇଓ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ସୋର ବ୍ଲକ ଅଫିସ୍‌ରେ ଏହି ଘଟଣା ଘଟିଛି। ସୋର ବ୍ଲକ ଅଫିସ୍‌ରେ ଜନ ଅଭିଯୋଗ ଜନଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ଦୁଇଗୋଷ୍ଠୀ ହାତାହାତି ହୋଇଥିଲେ।

ଏହି ଘଟଣାରେ ଶିକ୍ଷକଙ୍କ ବଦଳି ଦାବି ରୋକିବାକୁ ନିବେଦନ ନେଇ ଆସିଥିବା ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଓ ସୋଇ ବିଇଓ ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ ଫାଟିଛି। ସ୍ଥାନୀୟ ସୋର ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି।

ସୂଚନା ମୁତାବକ, ଟେଣ୍ଟେଇ ଭୀକାରିଚରଣ ନୋଡାଲ ସ୍କୁଲରେ ପ୍ରଧାନଶିକ୍ଷକ ଥିବା ବିଜୟ ସାର୍‌ଙ୍କ ବଦଳି କରାଯାଇଛି। ଯାହାକୁ ବିରୋଧ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ସ୍କୁଲରେ ପାଠପଢ଼ୁଥିବା ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଆଜି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ଏନେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଖବର ପାଇବା ପରେ ପହଞ୍ଚି ଅଭିଭାବକଙ୍କ ସହ ବ୍ଲକ ଅଫିସ୍‌କୁ ଯାଇଥିଲେ। ତେବେ ସେମାନେ ପହଞ୍ଚିବା ବେଳକୁ ଜିଲ୍ଲାପାଳ ଜନଶୁଣାଣିରୁ ବାହାରି ଯାଇଥିଲେ। ତେଣୁ ପ୍ରଧାନଶିକ୍ଷକଙ୍କ ବଦଳି ଦାବି ବାତିଲ ନେଇ ବିଇଓଙ୍କ ନିକଟେ ସେମାନେ ଦାବିପତ୍ର ଦେଇଥିଲେ। ଏହି ସମୟରେ ବଦଳିକୁ ସମର୍ଥନ କରୁଥିବା ବିଜେଡି ଗୋଷ୍ଠୀ ଜନଶୁଣାଣିରେ ପହଞ୍ଚି ଥିଲେ। ଯାହା ପରେ ଦୁଇ ଗୋଷ୍ଠୀ ଭିତରେ ଯୁକ୍ତିତର୍କ ହାତାହାତିର ରୂପ ନେଇଥିଲା।

ଏହି ସମୟରେ ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରୁଥିବା ସୋର ବିଇଓ ମଧ୍ୟ ଆକ୍ରମଣ ଶିକାର ହୋଇଥିଲେ। ଏହି ଘଟଣାରେ କିଛି ଆହତ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ କିଛି ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ତେବେ ଶେଷ ଖବର ସୁଦ୍ଧା ଏନେଇ ପୁଲିସରେ ଅଭିଯୋଗ ହୋଇ ନ ଥିଲା।

[caption id="attachment_765953" align="aligncenter" width="650"] ସ୍କୁଲ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି।[/caption]

ସେପଟେ ବିଜୟ ସାର୍‌ଙ୍କ ବଦଳି ବାତିଲ୍ ନ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିବେ ବୋଲି କହିଛନ୍ତି। ତାଙ୍କ ଭଳି ଭଲ ପାଠ ପଢ଼ାଉଥିବା ଓ ସ୍କୁଲର ଉନ୍ନତି ପ୍ରତି ଦୃଷ୍ଟି ଦେଉଥିବା ଶିକ୍ଷକଙ୍କୁ ଏଠାରୁ ଯିବାକୁ ଦିଆଯିବ ନାହିଁ ବୋଲି ଦାବି କରାଯାଇଛି। ଏଥିସହ ଏହି ପ୍ରଧାନଶିକ୍ଷକଙ୍କ ନିଯୁକ୍ତି ପୂର୍ବରୁ ଏଠାରେ ଚାଲିଥିବା ଦୁର୍ନୀତିରେ ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ହାତ ଥିବା ଦର୍ଶାଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story