ଆଜିଠୁ ୩ ଦିନ ବନ୍ଦ ରହିବ ଭିସୁଟ୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ  ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ। ଏଥିନିମନ୍ତେ ଆଜିଠୂ ୩ ଦିନ ବନ୍ଦ ରହିବ ଭିସୁଟ୍ । ପୂର୍ବଭଳି ଶନିବାର ଓ ରବିବାର ଭିସୁଟ୍ ବନ୍ଦ ରହିବ। ଏହାବ୍ୟତୀତ ଆସନ୍ତା ୧୨ ତାରିଖ ସୋମବାର ମଧ୍ୟ ବନ୍ଦ ରହିବ ଏହି ଶିକ୍ଷାନୁଷ୍ଠାନ। ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବା ନିମନ୍ତେ ମୋଟ ୩ ଦିନ ପାଇଁ ଭିସୁଟ୍ ବନ୍ଦ ରହିବ ବୋଲି ଘୋଷଣା କଲେ କର୍ତ୍ତୃପକ୍ଷ।  ପୂର୍ବଭଳି ଅନ୍‌ଲାଇନ୍‌ରେ […]

visut

Niharika Rout
  • Published: Saturday, 10 October 2020
  • , Updated: 10 October 2020, 09:47 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ  ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ। ଏଥିନିମନ୍ତେ ଆଜିଠୂ ୩ ଦିନ ବନ୍ଦ ରହିବ ଭିସୁଟ୍ ।

ପୂର୍ବଭଳି ଶନିବାର ଓ ରବିବାର ଭିସୁଟ୍ ବନ୍ଦ ରହିବ। ଏହାବ୍ୟତୀତ ଆସନ୍ତା ୧୨ ତାରିଖ ସୋମବାର ମଧ୍ୟ ବନ୍ଦ ରହିବ ଏହି ଶିକ୍ଷାନୁଷ୍ଠାନ। ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବା ନିମନ୍ତେ ମୋଟ ୩ ଦିନ ପାଇଁ ଭିସୁଟ୍ ବନ୍ଦ ରହିବ ବୋଲି ଘୋଷଣା କଲେ କର୍ତ୍ତୃପକ୍ଷ।  ପୂର୍ବଭଳି ଅନ୍‌ଲାଇନ୍‌ରେ କିନ୍ତୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ ଅଧ୍ୟାପକ।

Related story