କାନ୍ଥ ପଡ଼ିଗଲା, ଆଉ ତା’ପରେ…

Ordigital Desk
  • Published: Wednesday, 08 August 2018
  • , Updated: 08 August 2018, 09:58 AM IST
<p>ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଗୁଣ୍ଡୁରାପଶି ଗାଁରେ କାନ୍ଥ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।</p> <p>ତା&rsquo; ନାଁ ଇତିଶ୍ରୀ ଭୋଇ। ବୟସ ତିନି ବର୍ଷ।</p> <p>ଗତକାଲି ରାତିରେ ଇତିଶ୍ରୀ ମା&rsquo; ପାଖରେ ଶୋଇଥିବା ବେଳେ କାନ୍ଥ ପଡ଼ି ଯାଇଥିଲା। ମା&rsquo; ଅଳ୍ପକେ ବଞ୍ଚି ଯାଇଥିବା ବେଳେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା।</p>

Related story