ଓଏଏସ୍‌ ସନ୍ତୋଷିନୀ ସାହୁଙ୍କ ବିରୋଧରେ ୱାରେଣ୍ଟ ଜାରି

ଭୁବନେଶ୍ୱର: ମହିଳା ଓଏଏସ୍‌ ସନ୍ତୋଷିନୀ ସାହୁଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୱାରେଣ୍ଟ  ଜାରି କରିଛନ୍ତି। ଏକ ମାନହାନି ମକଦ୍ଦମାର ବିଚାର ବେଳେ  ଦୁଇ ଥର ସମନ ପାଇ କୋର୍ଟରେ ହାଜର ନ ହେବାରୁ ଏହି ୱାରେଣ୍ଟ ଜାରି ହୋଇଛି। ଆସନ୍ତା ଜାନୁୟାରୀ ୨ ତାରିଖରେ କୋର୍ଟରେ ହାଜର ପାଇଁ ନୋଟିସ୍ ହୋଇଛି।  IAS ପ୍ରେମାନନ୍ଦ ଖୁଣ୍ଟିଆ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ପ୍ରେମାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ସନ୍ତୋଷିନୀ।

OAS

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 09:28 AM IST

ଭୁବନେଶ୍ୱର: ମହିଳା ଓଏଏସ୍‌ ସନ୍ତୋଷିନୀ ସାହୁଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୱାରେଣ୍ଟ  ଜାରି କରିଛନ୍ତି। ଏକ ମାନହାନି ମକଦ୍ଦମାର ବିଚାର ବେଳେ  ଦୁଇ ଥର ସମନ ପାଇ କୋର୍ଟରେ ହାଜର ନ ହେବାରୁ ଏହି ୱାରେଣ୍ଟ ଜାରି ହୋଇଛି।

ଆସନ୍ତା ଜାନୁୟାରୀ ୨ ତାରିଖରେ କୋର୍ଟରେ ହାଜର ପାଇଁ ନୋଟିସ୍ ହୋଇଛି।  IAS ପ୍ରେମାନନ୍ଦ ଖୁଣ୍ଟିଆ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ପ୍ରେମାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ସନ୍ତୋଷିନୀ।

Related story