ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା: ପୋଲ ଉପରେ ୪ ଫୁଟ୍‌ର ପାଣି 

Ordigital Desk
  • Published: Monday, 20 August 2018
  • , Updated: 20 August 2018, 05:24 AM IST
<p>ମାଲକାନଗିରି (ଜିତେନ୍ଦ୍ର ବେଉରା): ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ ହୋଇପଡ଼ିଛି । ମୁଖତଃ ଖଇରିପୁଟ ଓ ମାଥିଲି ବ୍ଲକ୍&zwnj; ଅଧିକ ପ୍ରଭାବିତ ହୋଇଛି।</p> <p>ପାଙ୍ଗାମ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ଫଳରେ ପାଙ୍ଗାମ ପୋଲ ଉପରେ ୪ ଫୁଟ୍&zwnj; ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏହାଦ୍ୱାରା ଜୟପୁର ଓ ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ ହୋଇଛି।</p> <p>ସେହିପରି ଖାଇରିପୁଟ ନିକଟରେ ଥିବା ଏକ କଲଭର୍ଟ ଧୋଇ ହୋଇଯାଇଛି। ଏଥିଯୋଗୁଁ ମାଝିଗୁଡା ଓ କେନ୍ଦୁଗୁଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।</p>

Related story