କିମ୍ସ ନାଁରେ ଜଳ ପ୍ରଦୂଷଣ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିମ୍ସ ନାଁରେ ଗୁରୁତର ଅଭିଯୋଗ ଆସିଛି। ଗଙ୍ଗୁଆ ନାଳକୁ ବର୍ଜ୍ୟ ବସ୍ତୁ ଛାଡ଼ି ଜଳ ଦୂଷିତ କରୁଛି କିମ୍ସ। ଏହି ଗୁରୁତର ଅଭିଯୋଗ ଆଣିଛି ଦୟା-ଗଙ୍ଗୁଆ ନଦୀ ବଞ୍ଚାଅ ସମିତି। କିମ୍ସ ବର୍ଜ୍ୟ ବସ୍ତୁ ଛାଡ଼ିବା ଦ୍ୱାରା ଜଳ ଏତେ ଦୂଷିତ ହେଉଛି ଯେ, ଚାଷ ମଧ୍ୟ ପ୍ରଭାବିତ ହେଉଛି ବୋଲି ଅଭିଯୋଗ କରିଛନ୍ତି ସମିତିର ଆବାହକ ବାସୁଦେବ ଭଟ୍ଟ। ତେବେ ଏ ସଂପର୍କରେ କିମ୍ସର ପ୍ରତିକ୍ରିୟା ମିଳିପାରିନାହିଁ।

gangua

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 05:31 PM IST

Related story