ନଦୀରେ ଭାସିଗଲେ କୃଷ୍ଣସାର

Ordigital Desk
  • Published: Monday, 23 July 2018
  • , Updated: 23 July 2018, 01:10 PM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଖରଖରି ନଦୀରେ ଭାସିଗଲେ କୃଷ୍ଣସାର ମୃଗ। ପୁରୁଷୋତ୍ତମପୁର-ହୁମ୍ମା ରାସ୍ତାର ବାଲିଆ ନିକଟରେ ମୃଗମାନେ ନଦୀ ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରେ କୃଷ୍ଣସାର ମୃଗ ନଥିବା ଯୋଗୁଁ ଆସିକା ଅଞ୍ଚଳରୁ ନଦୀ ପାଣିରେ ସେମାନେ ଭାସି ଆସିଥିବା ଅନୁମାନ କରାଯାଉଛି। ହଠାତ୍&zwnj; ନଦୀରେ ପାଣି ଆସିବାରୁ କୃଷ୍ଣସାର ମୃଗ ଗୁଡ଼ିକ ଭାସି ଯାଇଥିବା ଜଣାପଡ଼ିଛି।</p>

Related story