ଅଲାରନାଥ ମନ୍ଦିରର ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି

Ordigital Desk
  • Published: Saturday, 21 July 2018
  • , Updated: 21 July 2018, 09:53 AM IST
<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର) : ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ପରି ପୁରୀ ଜିଲ୍ଲା ବ୍ରହ୍ମଗିରିର ଅବସ୍ଥା ବି ବେହାଲ ହୋଇଯାଇଛି। &nbsp;ବର୍ଷା ପାଣିରେ ଏଠାରେ ଥିବା ଅଲାରନାଥ ମନ୍ଦିରର ବେଢ଼ା ବୁଡ଼ିଯାଇଛି। ଗର୍ଭଗୃହରେ ବି ପାଣି ପଶିଯାଇଛି। ସେଠାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଛି। ରତ୍ନ ସିଂହାସନକୁ ପାଣି ଲାଗିଯାଇଛି।</p>

Related story