‘ଆମେ ଭାଇରସ୍‌ ପଛରେ ଗୋଡ଼ାଉଛୁ, କେସ୍‌ ସଂଖ୍ୟା ବଢ଼ୁଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଭାଇରସ୍‌ ପଛରେ ଗୋଡାଉଛୁ। ଯେଉଁଥିପାଇଁ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କେସ୍‌ ବଢୁଥିଲେ ମଧ୍ୟ ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। ଆମେ କରୋନାକୁ ଗୋଡ଼େଇ ଗୋଡ଼େଇ ଧରୁଛୁ ଓ ଟ୍ରେସ୍‌ କରୁଛୁ। ଯେପରି ଗୋଟିଏ ବି କେସ୍‌ ରହି ନଯାଉ […]

pradepta-mohaptra

pradepta-mohaptra

Manoranjan Sial
  • Published: Thursday, 23 July 2020
  • Updated: 23 July 2020, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଭାଇରସ୍‌ ପଛରେ ଗୋଡାଉଛୁ। ଯେଉଁଥିପାଇଁ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କେସ୍‌ ବଢୁଥିଲେ ମଧ୍ୟ ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। ଆମେ କରୋନାକୁ ଗୋଡ଼େଇ ଗୋଡ଼େଇ ଧରୁଛୁ ଓ ଟ୍ରେସ୍‌ କରୁଛୁ। ଯେପରି ଗୋଟିଏ ବି କେସ୍‌ ରହି ନଯାଉ ତାହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଛନ୍ତି। ଟ୍ରେସିଂ ବଢୁଥିବାରୁ କେସ୍ ବଢୁଛି, ଲୋକେ ଚିନ୍ତା କରନ୍ତୁନି। ସବୁ ଲକ୍ଷଣଯୁକ୍ତ କେସ୍‌ ଧରିପାରିଲେ, ନିଶ୍ଚିତ ଭାବେ କରୋନା ନିୟନ୍ତ୍ରଣ ହୋଇପାରିବ। ଆମ ରାଜ୍ୟର ଆରୋଗ୍ୟ ହାର ୬୫% ଓ ମୃତ୍ୟୁହାର .୫୪% ରହିଛି। ଆରୋଗ୍ୟ ହାରରେ ଆମେ ଅଧିକ, ମୃତ୍ୟୁ ହାରରେ କମ୍‌ ରହିଛୁ। ସର୍ଭେ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହିତ ପାଇଁ ବ୍ୟବସ୍ଥା ହୋଇଛି। ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ହୋଇଛି।”

ସେ ଆହୁରି କହିଛନ୍ତି-“କାହାରିଠାରେ କରୋନା ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାନ୍ତୁ। ଏବେ ୧୯ ଜାଗାରେ ଟେଷ୍ଟିଂ ହେଉଛି, ୧୦ ଦିନରେ ଆଉ ୬ ଜାଗାରେ ହେବ। ଆଜି ଦିନରେ ୧୧ ହଜାର ଟେଷ୍ଟ ହେଉଛି। ଆଗକୁ ସଂଖ୍ୟା ବଢ଼ିବ। ୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ ବେଡ୍ ବଢ଼ିଛି। ଲକ୍ଷଣ ନଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ, ଘରେ ରହି ଚିକିତ୍ସିତ ହୁଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story