ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ଘରୁ ମିଳିଲା ବିପୁଳ ଅସ୍ତ୍ର

ସମ୍ବଲପୁର (ସଞ୍ଜୟ ଜେନା): ଜେଲ୍‌ରେ ଥିବା ସମ୍ବଲପୁର ଅଞ୍ଚଳର ଅଭିଯୁକ୍ତ ରଞ୍ଜନ ମହାରଣାଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପୁଲିସ୍‌ ଜବତ କରିଛି। ଏଥିରେ ବିପୁଳ ପରିମାଣରେ ଗୁଳି, ବନ୍ଧୁକ, ଜିଲୋଟିନ୍ ଓ ଡିଟୋନେଟର ରହିଛି। କିଛିଦିନ ପୂର୍ବରୁ ବେଆଇନ କୋରେକ୍ସ ବିକ୍ରି ଅଭିଯୋଗରେ ରଞ୍ଜନଙ୍କୁ ଗିରଫ କରାଯାଇଥିଲା। ସେ ଏବେ ଜେଲ୍‌ରେ ଅଛି।

smb

Rakesh Mallick
  • Published: Friday, 13 July 2018
  • , Updated: 13 July 2018, 05:17 PM IST

Related story