ଥରୁଛି ଓଡ଼ିଶା, ଦାରିଙ୍ଗବାଡ଼ି ତାପମାତ୍ରା ୯ ଡିଗ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଶୀତରେ ଥରୁଛି ଓଡ଼ିଶା।  ରାଜ୍ୟର ୧୨ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ମୁଖ୍ୟତଃ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢିଥିବା ବେଳେ  କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କନ୍ଧମାଳର ପ୍ରମୁଖ ସହର ଫୁଲପାଣୀ ରାଜ୍ୟର ଦ୍ୱିତୀୟ ଶୀତୁଆ ସହର ଭାବେ ସ୍ଥାନ ପାଇଛି।  ଏଠାରେ ସର୍ବନିମ୍ନ ତାପମାତ୍ରା […]

winter

winter

Niharika Rout
  • Published: Tuesday, 24 November 2020
  • Updated: 24 November 2020, 11:50 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଶୀତରେ ଥରୁଛି ଓଡ଼ିଶା।  ରାଜ୍ୟର ୧୨ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ମୁଖ୍ୟତଃ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢିଥିବା ବେଳେ  କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି ।

ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କନ୍ଧମାଳର ପ୍ରମୁଖ ସହର ଫୁଲପାଣୀ ରାଜ୍ୟର ଦ୍ୱିତୀୟ ଶୀତୁଆ ସହର ଭାବେ ସ୍ଥାନ ପାଇଛି।  ଏଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି ।

ସୋନପୁରରେ ସର୍ବନିମ୍ନ ତାପାମାତ୍ରା ୧୧. ୪ ଡିଗ୍ରୀ, ଅନୁଗୁଳରେ ୧୧. ୬, ବାରିପଦାରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୨. ୪, ତାଳଚେରରେ ୧୨. ୫, ଭବାନୀଟପାଟଣଆରେ ୧୩. ୬, ଝାରୁସୁଗଡ଼ାରେ ୧୩. ୮ କୋରାପୁଟରେ ୧୪, କଟକରେ ୧୪. ୫ ଏବଂ ଚାନ୍ଦବାଲିରେ ୧୪. ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story