୪ ଜିଲ୍ଲାକୁ ସତର୍କ ସୂଚନା: ଘଡଘଡି ସହ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪ଟି ଜିଲ୍ଲାର ବାସିନ୍ଦାଙ୍କୁ ସନ୍ଧ୍ୟା ସମୟରେ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ କରାଯାଇଛି। ଏହି ୪ଟି ଜିଲ୍ଲା ହେଲା ଗଜପତି, ପୁରୀ, ନୂଆପଡା ଓ ବଲାଙ୍ଗିର। ଏହି ଜିଲ୍ଲାଗୁଡିକରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ସତର୍କ କରାଯାଇଛି। ଏହି ସମୟରେ କାଳବୈଶାଖୀ ବର୍ଷା ହେବା ସହ ବଜ୍ରପାତର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ଷା ବେଳେ ପବନ ସହ ଘଡ଼ଘଡ଼ି ହେବା ସମ୍ଭାବନା […]

rain

rain

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 03:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪ଟି ଜିଲ୍ଲାର ବାସିନ୍ଦାଙ୍କୁ ସନ୍ଧ୍ୟା ସମୟରେ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ କରାଯାଇଛି। ଏହି ୪ଟି ଜିଲ୍ଲା ହେଲା ଗଜପତି, ପୁରୀ, ନୂଆପଡା ଓ ବଲାଙ୍ଗିର। ଏହି ଜିଲ୍ଲାଗୁଡିକରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ସତର୍କ କରାଯାଇଛି। ଏହି ସମୟରେ କାଳବୈଶାଖୀ ବର୍ଷା ହେବା ସହ ବଜ୍ରପାତର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ଷା ବେଳେ ପବନ ସହ ଘଡ଼ଘଡ଼ି ହେବା ସମ୍ଭାବନା ଥିବା ମଧ୍ୟ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos