କେଉଁ କାରଣରୁ କରୋନା ଆକ୍ରାନ୍ତଙ୍କ ହେଉଛି ମୃତ୍ୟୁ? ବାଗ୍‌ଚୀ ରଖିଲେ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମହାମାରୀ କରୋନାରେ ଓଡ଼ିଶାରେ ୧୭ ଜଣଙ୍କ ପ୍ରାଣ ଯାଇଛି। ସେଥିରୁ ୯ ଜଣଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ। ସେମାନଙ୍କ ଭିତରୁ ୬ ଜଣ ବ୍ୟକ୍ତିଙ୍କ ପାଦ ବାହାରେ ପଡ଼ିନି। ଏପରିକି ସେମାନଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟୋରୀ ନାହିଁ। ଅଥଚ କରୋନାରେ ଆକ୍ରାନ୍ତ ହେଲେ ଓ ଯନ୍ତ୍ରଣା ପାଇ ମୃତ୍ୟୁ ବରଣ କଲେ। ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ କାରଣରୁ ବୟସ୍କ ବ୍ୟକ୍ତିଙ୍କର ପ୍ରାଣ ଗଲା? ଏହାର ଉତ୍ତର ସେମାନଙ୍କ ପରିବାର ଲୋକଙ୍କ […]

subrat

subrat

Manoranjan Sial
  • Published: Wednesday, 24 June 2020
  • Updated: 24 June 2020, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମହାମାରୀ କରୋନାରେ ଓଡ଼ିଶାରେ ୧୭ ଜଣଙ୍କ ପ୍ରାଣ ଯାଇଛି। ସେଥିରୁ ୯ ଜଣଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ। ସେମାନଙ୍କ ଭିତରୁ ୬ ଜଣ ବ୍ୟକ୍ତିଙ୍କ ପାଦ ବାହାରେ ପଡ଼ିନି। ଏପରିକି ସେମାନଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟୋରୀ ନାହିଁ। ଅଥଚ କରୋନାରେ ଆକ୍ରାନ୍ତ ହେଲେ ଓ ଯନ୍ତ୍ରଣା ପାଇ ମୃତ୍ୟୁ ବରଣ କଲେ। ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ କାରଣରୁ ବୟସ୍କ ବ୍ୟକ୍ତିଙ୍କର ପ୍ରାଣ ଗଲା? ଏହାର ଉତ୍ତର ସେମାନଙ୍କ ପରିବାର ଲୋକଙ୍କ ପାଖରେ ରହିଛି। ମୃତ୍ୟୁ ବରଣ କରିଥିବା ବୟସ୍କଙ୍କ ପରିବାର ଲୋକେ ସତର୍କତାରେ ବାହାରକୁ ଗଲେ ଓ କରୋନାକୁ କୁଣିଆ କରି ଘରକୁ ଡାକି ଆଣିଲେ। ଏଥିରେ ନିଜେ କରୋନାରେ ସଂକ୍ରମିତ ହୋଇ ଭଲ ହୋଇଗଲେ କିନ୍ତୁ ଘରର ବୟସ୍କ ବ୍ୟକ୍ତିଙ୍କ ଜୀବନ ନେଇଗଲେ। ତାହାହେଲେ ଏଠି ପ୍ରଶ୍ନ ଉଠୁଛି କାହା ଅବହେଳାରୁ ସେମାନଙ୍କ ଜୀବନ ଗଲା। ଏଥିପାଇଁ କରୋନା ଦାୟୀ ନା ମୃତ୍ୟୁ ବରଣ କରିଥିବା ବୟସ୍କଙ୍କ ପରିବାର ଲୋକଙ୍କ ଅବହେଳା ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେ କହିଛନ୍ତି-“କରୋନା ସଂକ୍ରମଣରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଆସନ୍ତା ସପ୍ତାହ ଭାରତ ତୃତୀୟ ସ୍ଥାନକୁ ଚାଲିଯିବ ବୋଲି ଆଶା କରାଯାଉଛି। ମୁମ୍ୱାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରେ କରୋନା ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଓଡ଼ିଶାରେ ୫୦୦୦ରୁ ଅଧିକ ସଂକ୍ରମିତ ହୋଇସାରିଲେଣି। ଜୁଲାଇ ଶେଷ ସୁଦ୍ଧା ଭାରତ ଓ ଓଡ଼ିଶାରେ କଣ ହେବା ତାହା ସଠିକ୍‌ ଭାବେ କହିହେବନି। ଏପରି ସମୟରେ ଘରର ବୟସ୍କ ବ୍ୟକ୍ତିଙ୍କୁ ଆମକୁ ଘଣ୍ଟ ଘୋଡାଇ ରଖିବାକୁ ପଡ଼ିବ। ତାଙ୍କୁ ବିପଦକୁ ଠେଲିବା ନାହିଁ କି ସେମାନଙ୍କ ମୃତ୍ୟୁର କାରଣ ହେବା ନାହିଁ।”

ଏଥିପାଇଁ ଅମ ସମସ୍ତଙ୍କୁ ୧୦ଟି ଦିଗକୁ ପାଳନ କରିବାକୁ ପଡ଼ିବ।

୧-ବୟସ୍କ ବ୍ୟକ୍ତିଙ୍କ ପାଖକୁ ଗଲା ବେଳେ ମାସ୍କ ପିନ୍ଧିବା।

୨-ବୟସ୍କ ସେବା କରିବା ଆଗରେ ଭଲ ଭାବରେ ହାତ ଧୁଅନ୍ତୁ

୩- ବୟସ୍କଙ୍କ ବ୍ୟବହାର କରୁଥିବା ଜୀନିଷ ତଥା-ଆଶ୍ରାବାଡ଼ି, ମୋବାଇଲ ପ୍ରମୁଖ ନିୟମିତ ପରିଷ୍କାର ରଖନ୍ତୁ।

୪-ବନ୍ଧୁ ଓ ବାନ୍ଧବଙ୍କୁ ଘରକୁ ଡାକନ୍ତୁ ନାହିଁ।

୫- ବୟସ୍କ ସାଙ୍ଗରେ ରହୁଥିଲେ ଦୂରତା ରକ୍ଷା କରନ୍ତୁ।

୬- ବୟସ୍କଙ୍କୁ ଅଯଥାରେ ମେଡିକାଲ୍‌, କ୍ଲିନିକ ନିଅନ୍ତୁନି।

୭- ବୟସ୍କଙ୍କୁ ଟ୍ରେନ୍‌, ଉଡାଯାହାଜ ଓ ବସ୍‌ରେ ଯାତ୍ରା କରିବାକୁ ଦିଅନ୍ତୁ ନାହିଁ।

୮-ନିଜେ ବାହାରକୁ ଯାଆନ୍ତୁ ନାହିଁ। ଘର ଭିତରକୁ ପଶିବା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ହୁଅନ୍ତୁ।

୯- ବୟସ୍କଙ୍କ ଶାରୀରିକ ଓ ମାନସିକ ହିତ ପ୍ରତି ଧ୍ୟାନ ଦିଅନ୍ତୁ।

୧୦-ଜ୍ୱର, ଶ୍ୱାସ କଷ୍ଟର ଲକ୍ଷଣ ଦେଖିଲେ ୧୦୪ରେ ଯୋଗାଯୋଗ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story