ଦୂତିଙ୍କ ସମଲିଙ୍ଗୀ ସମ୍ପର୍କ ବିବାହକୁ ଆଇନ ସ୍ୱୀକୃତି ଦେବ ତ ? କଣ କୁହନ୍ତି ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଗଣମାଧ୍ୟମରେ ଦୂତିଙ୍କ ମା’ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଦୂତି। ଗଣମାଧ୍ୟମରେ ମା’ ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଦୂତି। ଘର ପ୍ରତି କୌଣସି କର୍ତ୍ତବ୍ୟ କରୁନାହିଁ ବୋଲି ତାଙ୍କ ମା’ ଦେଇଥିବା ମନ୍ତବ୍ୟ ମିଛ ଓ ତାଙ୍କୁ ପ୍ରଲୋଭନ ଦେଖାଇ ମନ୍ତବ୍ୟ ଦେବାକୁ କୁହାଯାଇ ଥାଇପାରେ ବୋଲି ଦୂତି କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ […]

jll

jll

Tapas Behera
  • Published: Monday, 20 May 2019
  • Updated: 20 May 2019, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଗଣମାଧ୍ୟମରେ ଦୂତିଙ୍କ ମା’ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଦୂତି। ଗଣମାଧ୍ୟମରେ ମା’ ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଦୂତି। ଘର ପ୍ରତି କୌଣସି କର୍ତ୍ତବ୍ୟ କରୁନାହିଁ ବୋଲି ତାଙ୍କ ମା’ ଦେଇଥିବା ମନ୍ତବ୍ୟ ମିଛ ଓ ତାଙ୍କୁ ପ୍ରଲୋଭନ ଦେଖାଇ ମନ୍ତବ୍ୟ ଦେବାକୁ କୁହାଯାଇ ଥାଇପାରେ ବୋଲି ଦୂତି କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ କେହି ମୁଣ୍ଡ ନ ଖେଳାଇବାକୁ ଦୂତି କହିଛନ୍ତି। ତେବେ ଦୂତିଙ୍କ ସମଲିଙ୍ଗୀ ସମ୍ପର୍କ ବିବାହକୁ ଆଇନ ସ୍ୱୀକୃତି ଦେବ ତ?

[caption id="attachment_383294" align="aligncenter" width="694"] ସୁପ୍ରିମ କୋର୍ଟ ଓକିଲ ସାର୍ଥକ ନାୟକ[/caption]

ଏ ସମ୍ପର୍କରେ ସୁପ୍ରିମକୋର୍ଟ ଓକିଲ ସାର୍ଥକ ନାୟକ କହିଛନ୍ତି ଯେ, ଯଦି ଦୂତି ତାଙ୍କ ବାନ୍ଧବୀଙ୍କ ସହ ରହିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ସେ ତାଙ୍କ ସାଙ୍ଗରେ ରହିପାରିବେ। ଶାରୀରିକ ଓ ମାନସିକ ସମ୍ପର୍କ ମଧ୍ୟ ରଖିପାରିବେ।

ହେଲେ ତାଙ୍କ ବିବାହର ଲିଗାଲ ସମ୍ବନ୍ଧକୁ ସ୍ୱୀକୃତି କେବଳ ଆଇନ୍ ହିଁ ଦେଇପାରିବ। ଧାରା ୩୭୭କୁ ଆଇନ ଅପରାଧିକ ଶ୍ରେଣୀରୁ ମୁକ୍ତ କରାଯାଇଛି। କିନ୍ତୁ ଆଇନ ସମଲିଙ୍ଗୀ ବିବାହ ବାବଦରେ କିଛି ସ୍ପଷ୍ଟ କରିନାହିଁ। ତେଣୁ ସେ ମ୍ୟାରେଜ୍‌ଟି ଆଇନତଃ ଠିକ୍‌ ହେବା ଉଚିତ ଏବଂ ପରେ ପଞ୍ଜିକୃତ ହେବା ଉଚିତ୍‌। ତେବେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ବ୍ୟକ୍ତିମାନଙ୍କର ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ଆଇନ ସମ୍ବନ୍ଧିତ ସ୍ୱୀକୃତି ମିଳିବ କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି ସୁପ୍ରିମକୋର୍ଟ ଓକିଲ ସାର୍ଥକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story