କାହିଁକି ସୁପ୍ରିମକୋର୍ଟ ଗଲେ ବର୍ଷା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ । ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଦାଏର ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସର୍ବୋଚ୍ଚକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ସେପଟେ ସାଂସଦ ଅନୁଭବ ମଧ୍ୟ ଏହା ଉପରେ ଏକ କ୍ୟାଭେଟ୍ ପିଟିସନ୍ ଦାୟର କରିଛନ୍ତି । ଫଳରେ ଲମ୍ବା ହୋଇଚାଲିଛି ଉଭୟଙ୍କ ଅଦାଲତୀ ଲଢ଼େଇ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା […]

Anubhav-Varsha

Anubhav-Varsha

Tapas Behera
  • Published: Saturday, 19 September 2020
  • Updated: 19 September 2020, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ । ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଦାଏର ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସର୍ବୋଚ୍ଚକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ସେପଟେ ସାଂସଦ ଅନୁଭବ ମଧ୍ୟ ଏହା ଉପରେ ଏକ କ୍ୟାଭେଟ୍ ପିଟିସନ୍ ଦାୟର କରିଛନ୍ତି । ଫଳରେ ଲମ୍ବା ହୋଇଚାଲିଛି ଉଭୟଙ୍କ ଅଦାଲତୀ ଲଢ଼େଇ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ପକ୍ଷେ ନିଜ ରହୁଥିବା ସ୍ଥାନରୁ ଏତେ ଦୂରରେ ଆସି ଦିଲ୍ଲୀରେ ମାମଲା ଲଢ଼ିବା ସମ୍ଭବ ନୁହେଁ
ଦର୍ଶାଇ ବର୍ଷା ଏଇ ଆବେଦନ କରିଛନ୍ତି ଏବଂ ଏହି ଟ୍ରାନ୍ସଫର ପିଟିସନ୍ର ନିଷ୍ପତ୍ତି ନହେବା ଯାଏଁ ପଟିଆଲା ହାଉସକୋର୍ଟର ଛାଡ଼ପତ୍ର ମାମଲାର ଶୁଣାଣି ବନ୍ଦ ରଖିବାକୁ ମଧ୍ୟ ଆ ବେଦନରେ ଦର୍ଶାଯାଇଛି । ସେପଟେ ସେଇ ସୁପ୍ରିମକୋର୍ଟ ରେ ସ୍ୱାମୀ ଅନୁଭବ ମଧ୍ୟ ଏକ କ୍ୟାଭେଟ୍ ପିଟିସନ୍ ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ପକ୍ଷ ନଶୁଣି ପତ୍ନୀ ବର୍ଷାଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ଅପିଲ୍ ରହିଛି ।

ବେଶ୍ କିଛି ଦିନ ଧରି ଚରମରେ ବର୍ଷା-ଅନୁଭବ କଳି ରହିବା ପରେ ସାଂସଦ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍କୋର୍ଟରେ ବିବାହ ବିଚ୍ଛେଦ ମାମଲା ଦାୟର କରିଥିଲା ବେଳେ ପତ୍ନୀ ବର୍ଷା ମଧ୍ୟ କଟକ ନିମ୍ନ ଅଦାଲତରେ ଦୁଇଟି ମାମଲା କରିଛନ୍ତି । ପତି ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସାର ସାଂଘାତିକ ଅଭିଯୋଗ ସାଂଗକୁ କ୍ଷତିଭରଣା ଲାଗି କଟକ
ଏସଡିଜେଏମଙ୍କ କୋର୍ଟରେ ଗୋଟିଏ ମାମଲା ଏବଂ ନିଜ ବୈବାହିକ ଜୀବନକୁ ପୁନଃସ୍ଥାପିତ କରିବା ଲାଗି ପରିବାର ଅଦାଲତରେ ଅନ୍ୟ ଗୋଟିଏ ମାମଲା । ଅଦାଲତୀ ଲଢ଼େଇ ସାଙ୍ଗକୁ ସୋସିଆ ଲ୍ ମିଡିଆରେ ମଧ୍ୟ ଉଭୟଙ୍କ ଆରୋପ ପ୍ରତ୍ୟାରୋକୁ ନେଇ ଚର୍ଚ୍ଚା ଲାଗି ରହିଛି । ନିଜ ଶାଶୁଘରେ ଅର୍ଥାତ୍ ଅନୁଭବଙ୍କ କଟକ ନନ୍ଦିସାହି ଘରେ ଥିବା ବର୍ଷା ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ଲୋଡ଼ିବାରୁ ତାଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story