ପାଣି ପିଇବାକୁ ଆସି ପାଣିରେ ଫସିଗଲେ ଜଙ୍ଗଲୀ ବାର୍‌ହା, ଦେଖନ୍ତୁ କିଛି ଦୃଶ୍ୟ

ସୁବର୍ଣ୍ଣପୁର, (ରବୀନ୍ଦ୍ର ହୋତା): ପାଣି ପିଇବାକୁ ଆସି ଫସିଗଲେ ବାର୍‌ହା।  ଶୋଷ ମେଣ୍ଟଇବାକୁ ଆସିଥିବା ୧୩ ଜଙ୍ଗଲି ବାରାହା କୂଅରେ ଫସିଗଲେ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ନିକଟ ଅସୁରମୁଣ୍ଡା ଜଙ୍ଗଲରେ । ଆଜି ଦିନ ପ୍ରାୟ ୧୨ଟା ରେ ଅସୁରମୁଣ୍ଡା ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅକୁ ୧୩ଟି ଜଙ୍ଗଲୀ ବାରହ ପାଣି ପିଇବାକୁ ଆସିଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଆଉ କୂଅର ପାଣି ଶୁଖାଇବା […]

6c41aacc-5aad-4157-956e-960c43231060

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 07:44 PM IST

ସୁବର୍ଣ୍ଣପୁର, (ରବୀନ୍ଦ୍ର ହୋତା): ପାଣି ପିଇବାକୁ ଆସି ଫସିଗଲେ ବାର୍‌ହା।  ଶୋଷ ମେଣ୍ଟଇବାକୁ ଆସିଥିବା ୧୩ ଜଙ୍ଗଲି ବାରାହା କୂଅରେ ଫସିଗଲେ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ନିକଟ ଅସୁରମୁଣ୍ଡା ଜଙ୍ଗଲରେ ।

ଆଜି ଦିନ ପ୍ରାୟ ୧୨ଟା ରେ ଅସୁରମୁଣ୍ଡା ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅକୁ ୧୩ଟି ଜଙ୍ଗଲୀ ବାରହ ପାଣି ପିଇବାକୁ ଆସିଥିଲେ।

ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଆଉ କୂଅର ପାଣି ଶୁଖାଇବା ସହ ଜେସିବି ସାହାଯ୍ୟରେ ବାର୍‌ହାମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ ସମସ୍ତ ବାରହା ଜୀବୀତ ଥିବା ଜଣାଯାଇଛି।

Related story