ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ନୂଆବ୍ରିଜରୁ ମହାନଦୀକୁ ଡେଇଁ ଜଣେ ଯୁବତୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ସେ ମହାନଦୀକୁ ଡେଇଁ ପଡ଼ିଥିଲେ। ମୃତ ଯୁବତୀଙ୍କ ନାଁ ରାକ୍ଷୀ ନାୟକ (୨୩)। ତାଙ୍କ ଘର ସମ୍ବଲପୁର ସହରର ଗୋବିନ୍ଦତାଲା ଅଞ୍ଚଳରେ। ତାଙ୍କ ଅତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

drowning2

Jyoshna Pradhan
  • Published: Saturday, 10 November 2018
  • , Updated: 10 November 2018, 08:35 AM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ନୂଆବ୍ରିଜରୁ ମହାନଦୀକୁ ଡେଇଁ ଜଣେ ଯୁବତୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ସେ ମହାନଦୀକୁ ଡେଇଁ ପଡ଼ିଥିଲେ।

ମୃତ ଯୁବତୀଙ୍କ ନାଁ ରାକ୍ଷୀ ନାୟକ (୨୩)। ତାଙ୍କ ଘର ସମ୍ବଲପୁର ସହରର ଗୋବିନ୍ଦତାଲା ଅଞ୍ଚଳରେ।

ତାଙ୍କ ଅତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story