ଥାନାରେ ମହିଳା ଓ ଶିଶୁ ସୁରକ୍ଷା କର୍ମଶାଳା

ଲମତାପୁଟ (ଜଗତ ଜୀବନ କଚିମ): କୋରାପୁଟ ଜିଲ୍ଲା ଲମତାପୁଟ ଥାନା ପରିସରରେ ଏକ ମହିଳା ଓ ଶିଶୁ ସୁରକ୍ଷା ସଚେତନତା କର୍ମଶଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାଛକୁଣ୍ଡ ଥାନା ଅଧିକାରୀ ତପନ କୁମାର ନାହାକ ଓ ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ମହିଳା ଓ ଶିଶୁଙ୍କ ସୁରକ୍ଷା କିପରି ହୋଇପାରିବ ଏ ବାବଦରେ ପ୍ରଥମେ ମାଆମାନେ ସଚେତନ ହେବା ଦରକାର ବୋଲି ଏମାନେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ଲମତାପୁଟ […]

WhatsApp Image 2018-05-17 at 1.02.40 PM

Ordigital Desk
  • Published: Thursday, 17 May 2018
  • , Updated: 17 May 2018, 01:51 PM IST

ଲମତାପୁଟ (ଜଗତ ଜୀବନ କଚିମ): କୋରାପୁଟ ଜିଲ୍ଲା ଲମତାପୁଟ ଥାନା ପରିସରରେ ଏକ ମହିଳା ଓ ଶିଶୁ ସୁରକ୍ଷା ସଚେତନତା କର୍ମଶଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାଛକୁଣ୍ଡ ଥାନା ଅଧିକାରୀ ତପନ କୁମାର ନାହାକ ଓ ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ମହିଳା ଓ ଶିଶୁଙ୍କ ସୁରକ୍ଷା କିପରି ହୋଇପାରିବ ଏ ବାବଦରେ ପ୍ରଥମେ ମାଆମାନେ ସଚେତନ ହେବା ଦରକାର ବୋଲି ଏମାନେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ଲମତାପୁଟ ଅଞ୍ଚଳର ବହୁ ମହିଳା ଉପସ୍ଥିତ ରହିଥିଲେ।

 

Related story