ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଛତ୍ରପୁର (ଆଲୋକ ଗୌଡ଼): କୂଅରୁ ପାଣି ବାହାର କରୁଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡା ଏନଏଏସିର ଗୋଲାମୁଣ୍ଡୁଳା ଗାଁର ଗୀତାଞ୍ଜଳି ଡାକୁଆ। ଗତକାଲି ଗୀତାଞ୍ଜଳି ଘରର ବାଡ଼ି ପଟ କୂଅରୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।  ପରିବାର ଲୋକଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର […]

electricshock1

Tapaswini Nayak
  • Published: Wednesday, 24 June 2020
  • , Updated: 24 June 2020, 08:42 AM IST

ଛତ୍ରପୁର (ଆଲୋକ ଗୌଡ଼): କୂଅରୁ ପାଣି ବାହାର କରୁଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡା ଏନଏଏସିର ଗୋଲାମୁଣ୍ଡୁଳା ଗାଁର ଗୀତାଞ୍ଜଳି ଡାକୁଆ।

ଗତକାଲି ଗୀତାଞ୍ଜଳି ଘରର ବାଡ଼ି ପଟ କୂଅରୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।  ପରିବାର ଲୋକଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story