ମଶାରି ବାହାରୁ ସାପ ମାରିଲା ଚୋଟ; ଆଖି ବୁଜିଲେ ମହିଳା

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ତାଲପଦା ପଂଚାୟତ ଗୁରୁମ ଗ୍ରାମରେ ସାପ କାମୁଡି ଦେବାରୁ ଜଣେ ମହିଳା ଙ୍କ ମୃତୁ ହୋଇଛି।  ମୃତା ମହିଳା ହେଲେ ଗୁରୁମ ଗ୍ରାମର ବିଦ୍ୟାଧର ପାତ୍ରଙ୍କ ସ୍ତ୍ରୀ ଧରିତ୍ରୀ ପାତ୍ର । ଗତକାଲି ରାତିରେ ସେ ମଶାରି ଟାଙ୍ଗି ଘରେ ଶୋଇ ଥିଲେ। ରାତି ପ୍ରାୟ ୪ଟା ବେଳକୁ ଏକ ଚିତି ସାପ ମଶାରୀ ବାହାରୁ ତାଙ୍କ ବେକକୁ  ଚୋଟ ମାରିଥିଲା। ଉକ୍ତ ସମୟରେ ଗାଁରେ […]

telkoi-1..1

telkoi-1..1

Niharika Rout
  • Published: Monday, 23 September 2019
  • Updated: 23 September 2019, 01:37 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ତାଲପଦା ପଂଚାୟତ ଗୁରୁମ ଗ୍ରାମରେ ସାପ କାମୁଡି ଦେବାରୁ ଜଣେ ମହିଳା ଙ୍କ ମୃତୁ ହୋଇଛି।  ମୃତା ମହିଳା ହେଲେ ଗୁରୁମ ଗ୍ରାମର ବିଦ୍ୟାଧର ପାତ୍ରଙ୍କ ସ୍ତ୍ରୀ ଧରିତ୍ରୀ ପାତ୍ର ।

ଗତକାଲି ରାତିରେ ସେ ମଶାରି ଟାଙ୍ଗି ଘରେ ଶୋଇ ଥିଲେ। ରାତି ପ୍ରାୟ ୪ଟା ବେଳକୁ ଏକ ଚିତି ସାପ ମଶାରୀ ବାହାରୁ ତାଙ୍କ ବେକକୁ  ଚୋଟ ମାରିଥିଲା। ଉକ୍ତ ସମୟରେ ଗାଁରେ କୌଣସି ଗାଡି ନଥିଲା ଓ ମୋବାଇଲ ନେଟୱାର୍କ ମଧ୍ୟ ନ ଥିଲା। ତେଣୁ ବାଧ୍ୟ ହୋଇ ତାଙ୍କ ସ୍ୱାମୀ ବିଦ୍ୟାଧର ୨୦ କିଲୋମିଟର ଦୂର ତେଲକୋଇ ଆସି ଏକ ଗାଡି ନେଇ ଗାଁକୁ ଯାଇଥିଲେ। ସେଠାରୁ ଗୁରୁତର ଧରିତ୍ରୀଙ୍କୁ ତେଲକୋଇ ମେଡିକାଲ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବିଦ୍ୟାଧର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story