ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରର ସମେଇଗଡ଼ିଆ ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳା ଜଣକ  ମାନସିକ ବିକାରଗ୍ରସ୍ତ। ଏନେଇ ମହିଳାଙ୍କ ଭାଇ ଏକ  ଘରୋଇ ସଂସ୍ଥାର ମାଲିକ ଜୟନ୍ତ ପଣ୍ଡା ନାଁରେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପ୍ରଥମେ ଜୟନ୍ତଙ୍କୁ ଅଟକ ରଖିଥିଲେ। ପରେ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।  ପୋଲିସ୍‌ ଘଟଣାର ତଦନ୍ତ କରୁଛି।

raped-

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 02:00 PM IST

Related story