ମହୁଲ ଗୋଟାଇବାକୁ ଯାଇଥିଲେ; ଦଳିଦେଲା ହାତୀ

ସୁନ୍ଦରଗଡ଼ (ବିଜୟ ବାରୁଆ): ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ୍‌ ରେଞ୍ଜ୍‌ ଅନ୍ତର୍ଗତ ଝୁପରୁଙ୍ଗା ପାତ୍ରପାଲି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୁରଲୀ ସା। ତାଙ୍କ ଘର ଗୋପାଳପୁର ଫରେଷ୍ଟ ରେଞ୍ଜ ଚୁପରଙ୍ଗାପତରାପାଲ୍ଲି ଗାଁରେ। ମୁରଲି ଆଜି ସକାଳେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ବନବିଭାଗ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର […]

elennnnnnnnnnnnn

Tapaswini Nayak
  • Published: Saturday, 06 April 2019
  • , Updated: 06 April 2019, 09:23 AM IST

ସୁନ୍ଦରଗଡ଼ (ବିଜୟ ବାରୁଆ): ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ୍‌ ରେଞ୍ଜ୍‌ ଅନ୍ତର୍ଗତ ଝୁପରୁଙ୍ଗା ପାତ୍ରପାଲି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୁରଲୀ ସା। ତାଙ୍କ ଘର ଗୋପାଳପୁର ଫରେଷ୍ଟ ରେଞ୍ଜ ଚୁପରଙ୍ଗାପତରାପାଲ୍ଲି ଗାଁରେ।

ମୁରଲି ଆଜି ସକାଳେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ବନବିଭାଗ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

Related story