ତାତିଲେ ମହିଳା: ହୋଟେଲ୍‌ରେ ପଶି ମଦ ବୋତଲ ଭାଙ୍ଗିଲେ, ନିଆଁ ଲଗାଇଲେ

ସୋର (ଶଶିକାନ୍ତ ବେହେରା): ତାତିଲେ ମହିଳା। ହୋଟେଲ ଭିତରେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ଆଜି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ମାତ୍ର ସ୍ପିରିଟ୍ ରଖିବା ଘର ମାଲିକ ଫେରାର ହୋଇଯାଇଛି। ଖଇରା ଥାନା କୋଚିଆକୋଇଲିଠାରେ ଏକ ହୋଟେଲ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ମଦ କାରବାର ହେଉଥିଲା। ଯାହାଫଳରେ ଉକ୍ତ ଅଞ୍ଚଳରେ ନାନା […]

Women-anti-liquor-protest-in-Balasore

Women-anti-liquor-protest-in-Balasore

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 05:22 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ତାତିଲେ ମହିଳା। ହୋଟେଲ ଭିତରେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ଆଜି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ମାତ୍ର ସ୍ପିରିଟ୍ ରଖିବା ଘର ମାଲିକ ଫେରାର ହୋଇଯାଇଛି।

ଖଇରା ଥାନା କୋଚିଆକୋଇଲିଠାରେ ଏକ ହୋଟେଲ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ମଦ କାରବାର ହେଉଥିଲା। ଯାହାଫଳରେ ଉକ୍ତ ଅଞ୍ଚଳରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ଏନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏପରି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ମନ ବିକ୍ରି ନକରିବା ପାଇଁ ହୋଟେଲ୍ ମାଲିକଙ୍କୁ ଅନୁରୋଧ କରିଥିଲେ। ମାତ୍ର ହୋଟେଲ୍ ମାଲିକ ମହିଳାଙ୍କ କଥା ନମାନି ମନଇଚ୍ଛା ମଦ କାରବାର କରୁଥିଲା। ଯାହାକୁ ବିରୋଧ କରି ଆଜି ମା’ ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଲସା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ହୋଟେଲରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ଫ୍ରିଜରେ ଥିବା ମଦ ଓ ଆସବାବପତ୍ର ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଥିଲେ। ମହିଳାମାନେ ହୋଟେଲ୍ରେ ଥିବା କର୍ମଚାରୀଙ୍କୁ ପିଟିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖଇରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅନ୍ୟ ଏକ ଘଟଣା କ୍ରମେ ସୋର ଥାନା ମାଟିଆପଲ୍ଲା ଗାଁରେ ଜଣଙ୍କ ଘରେ ଅବକାରୀ ବିଭାଗ ଚଢ଼ଉ କରି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ଏହି ସ୍ପିରିଟ୍ କେଉଁ ଉଦ୍ଦେଶ୍ୟରେ ଘରେ ରଖାଯାଥିଲା, ତାହା ଜଣାପଡ଼ି ନାହିଁ। ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ଘର ମାଲିକ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story