ଚେଙ୍କ ନେଲା ଜୀବନ! ହତ୍ୟା ନା ଆତ୍ମହତ୍ୟା, ତଦନ୍ତ ପରେ ଜଣାପଡ଼ିବ

Ordigital Desk
  • Published: Thursday, 11 May 2017
  • , Updated: 11 May 2017, 12:37 PM IST
<p>ଆସିକା: ଏକ ଅଭାବନୀୟ ଘଟଣା। ଚେଙ୍କକୁ ନେଇ ଜଣେ ମହିଳାଙ୍କ ଜୀବନ ଯାଇଛି। ତେବେ ମହିଳାଙ୍କୁ ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ପୋଲିସ ମହିଳାଙ୍କ ସ୍ୱାମୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p> <p>[vc_video link=&quot;&quot; align=&quot;center&quot;]</p> <p>ଅଭିଯୋଗ ଅନୁସାରେ କବିସୂର୍ଯ୍ୟନଗର ତେଲିସାହିର ସନ୍ତୋଷିନୀ କୌଣସି କାରଣରୁ ଝିଅକୁ ଚେଙ୍କ ଦେଇଥିଲେ। ଏହାକୁ ନେଇ ସନ୍ତୋଷିନୀ ଓ ତାଙ୍କ ସ୍ୱାମୀ ଜଗନ୍ନାଥଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଗନ୍ନାଥ ସନ୍ତୋଷିନୀଙ୍କୁ ଚେଙ୍କ ଦେଇ ଦେଇଥିଲେ। ଏହାପରେ ସନ୍ତୋଷିନୀ ଅତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହିଛନ୍ତି। ହେଲେ ମହିଳାଙ୍କ ବାପ ଘର ଲୋକେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।</p>

Related story