ଥାନା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୁଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା ସାମ୍ନାରେ। ମହିଳା ଜଣକ ହେଲେ ଗଙ୍ଗଳା ଗାଁର ସୁକାନ୍ତି ମାଝୀ। ସୁକାନ୍ତି ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ପୁଲିସ କର୍ମଚାରୀ ପହଞ୍ଚି  ତାଙ୍କୁ ଉଦ୍ଧାର କରିଥିଲେ। ଅଭିଯୋଗ ଅନୁସାରେ, ଗତ ୯ ତାରିଖରେ ଜାଗା ବାଡ଼ିକୁ କେନ୍ଦ୍ର କରି ୧୦ରୁ ୧୨ ଗ୍ରାମବାସୀ ସୁକାନ୍ତି ଓ ତାଙ୍କ […]

malkangiri

malkangiri

Tapaswini Nayak
  • Published: Thursday, 19 May 2022
  • Updated: 19 May 2022, 12:54 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୁଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା ସାମ୍ନାରେ। ମହିଳା ଜଣକ ହେଲେ ଗଙ୍ଗଳା ଗାଁର ସୁକାନ୍ତି ମାଝୀ। ସୁକାନ୍ତି ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ପୁଲିସ କର୍ମଚାରୀ ପହଞ୍ଚି  ତାଙ୍କୁ ଉଦ୍ଧାର କରିଥିଲେ।

ଅଭିଯୋଗ ଅନୁସାରେ, ଗତ ୯ ତାରିଖରେ ଜାଗା ବାଡ଼ିକୁ କେନ୍ଦ୍ର କରି ୧୦ରୁ ୧୨ ଗ୍ରାମବାସୀ ସୁକାନ୍ତି ଓ ତାଙ୍କ ପରିବାରକୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସୁକାନ୍ତି ମାଲକାନାଗିରି ସଦର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଏପର୍ଯ୍ୟନ୍ତ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ସୁକାନ୍ତି ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ଆଜି ଦିନ ୧୧ଟା ସମୟରେ ସୁକାନ୍ତି ମାଲକାନଗିରି ଥାନା ସମ୍ମୁଖରେ ପହଞ୍ଚି ଦେହରେ କିରୋସିନ ଢ଼ାଳି  ନିଆଁ  ଲଗାଇବା ପାଇଁ ଉଦ୍ୟମ କରିଥିଲେ। ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୁକାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ପୁଲିସର ସୂଚନା ଅନୁସାରେ, ଉଭୟ ପକ୍ଷରୁ ଏତଲା ହୋଇଛି। ମାମାଲାଟି ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story